Satya Prakash
କବିତା

ଫଳନ୍ତି ଓ ଅଫଳନ୍ତି ବୃକ୍ଷ

ଫଳନ୍ତି ବୃକ୍ଷ ତ ନମ୍ରତାର ଗୁଣ
ତଳକୁ ଯାଏ ସେେ ନଇଁ
ଅଫଳନ୍ତି ଗଛ ଉପରକୁ ଦେଖେ
ସ୍ଵର୍ଗକୁ ଯିବକି ଛୁଇଁ।।
ଗୁଣୀ ଜନ ଗୁଣ ନମ୍ରତାର ଫଳ
କହେ ବିନୟ ବଚନ
ମୁର୍ଖଙ୍କର କିନ୍ତୁ ତେଢାପଣ ଭାରି
ସତେକି ବିଜ୍ଞାନୀ ଜନ।।

Related posts

ନୁଆଁଣିଆ ଚାଳ

satya

କୁମ୍ଭୀର ଓ ଗଜ

satya

ତୁମରି ସାନ୍ନିଧ୍ୟ ବଡ଼

satya

Leave a Comment

Login

X

Register