Satya Prakash
କବିତା

ଭାଇ! ବନାମ ବାବୁ!

ଆମେ ଭାଇଟିଏ

ସେଇ ଭାଇଟିଏ

ହୋଇ ରହିବାକୁ

ଯୁଗ ଯୁଗ ଚାହୁଁ।।

ହଠାତ୍ କାହାଁ ଯେ

ସେ ବାବୁ ଡାକରେ

ଚିହିଁକିଲା ପ୍ରାୟେ

ଉଠେ ଅବସାଦେ।।

ବରଂ ଥିଲା ଭଲ

ସେଇ ଥିଲା ଭଲ

ଆତ୍ମିୟତାରପଣ

ଘନିଷ୍ଠତାର ଢ଼ାଲ।।

ହଠାତ୍ ଏମିତି

କ’ଣ ହେଲା କେବେ

ଧୋଇ ଗଲା ସେ

ଗୋଟିଏ କୁହାଟେ।।

 

 

Related posts

ବାବୁ ଚୋର

satya

World AIIDS Vaccine day

satya

ତୁମେ ଏ ନାଟକେ…

satya

Leave a Comment

Login

X

Register