Satya Prakash
କବିତା

ଶୃଗାଳ ଓ ଛାଗ

ଶୃଗାଳ ଓ ଛାଗ
—by ସତ୍ୟ ପ୍ରକାଶ ସେଠୀ
ଶୃଗାଳ ଗର୍ତ୍ତରେ ପଡି ଛଟପଟ
ଉପାୟ ପାଞ୍ଚିଲା ବସି
ଛଳରେ ଶିକାର ନଭାବି ନଚିନ୍ତି
ଛାଗ ଗଲା ଗର୍ତ୍ତେ ପଶି। ।0
ଛଳ କପଟକୁ ସରଳ ମାନବ ନପାରେ ସହଜେ କଳି
କପଟ ପାଶାରେ ଛନ୍ଦି ହୋଇପଡ଼ି
ଅନୁତାପେ ହୁଏ ଝଳି।। 1
କୁଜିନେତା ଆମ ଭାରି ସେ ଚତୁର
ଆସନ୍ତି ପାଖକୁ ଭିଡ଼ି
ନିର୍ବାଚନ ଶେଷେ ମାଡିବେନି ପାଖ
ଧରିବେ ଚୁଟିକୁ ଭିଡ଼ି।।2

Related posts

ଏଡ଼େ ଦାମ୍ଭିକତା

satya

ବୈକୁଣ୍ଠନାଥ

satya

ନା ଲୋ ବୋଉ!

satya

Leave a Comment

Login

X

Register