କବିତାନୂଆ ବରଷ ବରଷ ଉଣେଇଶିsatya31st December 20181st January 2019 by satya31st December 20181st January 201901129 Wish u all the best Happy New year 2019 ବିଗତକୁ ବାଏ ଆଗତକୁ ହାଏ ଦୁଃଖ କିନ୍ତୁ ସଦା ହଟୁ ସୁଖ ସମୃଦ୍ଧିରେ ଦିନ କଟି ଯାଉ ଶାନ୍ତି ଅହରହ ଜୁଟୁ।।1
ଗଳ୍ପମୁଁ ବାହା ହେବିsatya26th December 201826th December 2018 by satya26th December 201826th December 201801480 ମୁଁ ବାହା ହେବି। ମୋତେ ଯେବେଠାରୁ ବୟସ ଧରିଲାଣି ଚବିଶ କି ପଚିଶ ମୋ ବାହାଘର ଚିନ୍ତା ଘାରିଲାଣି ବନ୍ଧୁ ବାନ୍ଧବଙ୍କଠୁଁ ସମସ୍ତଙ୍କୁ। ହେଲେ ସେତେବେଳେ ମୋର ଚାକିରୀ ବାକିରି ନଥିବାରୁ କେହି ଏତେଟା
ଗଳ୍ପଗୋଟିଏ ଭୂଲ କୋଟିଏ କ୍ଷତିsatya20th December 201820th December 2018 by satya20th December 201820th December 20180905 ଗୋଟିଏ ଭୂଲ କୋଟିଏ କ୍ଷତି —by ସତ୍ୟ ପ୍ରକାଶ ସେଠୀ ଅନେକ ସମୟରେ ମଣିଷ ଜ୍ଞାତରେ ହେଉ ବା ଅଜ୍ଞାତରେ କିଛି ନା କିଛି ଭୂଲ କରି ବସିଥାଏ, ଯେଉଁ ଭୂଲ ପାଇଁକି ଦିନେ
ଗଳ୍ପମଲା ପୁଅ ବଞ୍ଚିଲାsatya18th December 201820th December 2018 by satya18th December 201820th December 20181976 ମଲା ପୁଆ ବଞ୍ଚିଲା By ସତ୍ୟ ପ୍ରକାଶ ସେଠୀ ———////————— ବାସୁଦେବପୁରର ବ୍ରାହ୍ମଣୀ ଗାଁରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ଏକ ବ୍ରାହ୍ମ ମୁହୁର୍ତ୍ତରେ ପିତା ଭୈରବ ଚନ୍ଦ୍ରଙ୍କ ଔରସରୁ ମାଆ ଶାନ୍ତିଲତାଙ୍କ କ୍ରୋଡ଼
ଗଳ୍ପରୋଡ଼ ଛାପ ହିରୋsatya15th December 201819th December 2018 by satya15th December 201819th December 20180732 ରୋଡ଼ ଛାପ ହିରୋ ——By ସତ୍ୟ ପ୍ରକାଶ ସେଠୀ ହଠାତ୍ ସହରକୁ ଜଣେ ଥୋଡ଼ି ଦାଢି ରଖା ବାବାଙ୍କର ଆଗମନ ହେଲା। ସେ କୁଆଡେ କିଛି ଦିନ ତଳେ ଥରେ ରାଗି ରୁଗି ଘରୁ
ଗଳ୍ପକପଡ଼ା ଦୋକାନୀ ପୁଅ ଆଇ. ଏ. ଏସ୍. ଟପରsatya13th December 201819th December 2018 by satya13th December 201819th December 201818 1722 କପଡ଼ା ଦୋକାନୀ ପୁଅ —-By ସତ୍ଯ ପ୍ରକାଶ ସେଠୀ ତବ୍ରେଜ୍ ପରିବାର ଯେଉଁଠି ରହନ୍ତି – ସେଇଟା ଗୋଟିଏ ଜନଗହଳିପୂର୍ଣ୍ଣ ବସତି। ଘରକୁ ଘର ସବୁ ଲାଗି ରହିଥାଏ। ଖୁନ୍ଦି ଖାନ୍ଦି ହୋଇ ଅନେକ
ଗଳ୍ପଅକୁହା କାହାଣୀ akuha kahanisatya13th December 201813th December 2018 by satya13th December 201813th December 20180763 ଅକୁହା କାହାଣୀ By ସତ୍ୟ ପ୍ରକାଶ ସେଠୀ ————////———— ଦିନେ ମେଜର ସାହେବ ସହର ଉପାନ୍ତରେ ଥିବା ଗୋଟିଏ ପାର୍କରେ ଅନ୍ଧାରୁଆ ଜାଗାଟିଏ ଚୟନ କରି ଏକାନ୍ତରେ ନିଭୃତରେ ଏକୁଟିଆ ନୀରବରେ ବସି ପଡ଼ିଥାନ୍ତି
ଗଳ୍ପଆମ ଗାଁ ମଶାଣି ପଦରsatya10th December 201811th December 2018 by satya10th December 201811th December 201801048 ଆମ ଗାଁ ମଶାଣି ପଦର —–by ସତ୍ୟ ପ୍ରକାଶ ସେଠୀ ଆମ ଗାଁ ମଶାଣି ପଦର ପଳାଶ ବଣ ଘେରା ବିସ୍ତୀର୍ଣ୍ଣ ପ୍ରାନ୍ତର। ଭାରି ନିଛାଟିଆ ନିକାଞ୍ଚନ ଜଙ୍ଗଲ। ଗାଁଠୁ ଟିକିଏ ଛାଡି ତା’ର
ଗଳ୍ପବନ୍ଧୁର ବନ୍ଧୁତା ସତେକି ବନ୍ଧୁରsatya10th December 201812th December 2018 by satya10th December 201812th December 20180895 ବନ୍ଧୁର ବନ୍ଧୁତା ସତେକି ବନ୍ଧୁର By ସତ୍ୟ ପ୍ରକାଶ ସେଠୀ ——————————- ଦୁଇ ବନ୍ଧୁ। ବନ୍ଧୁତା ପିଲାଟି ଦିନରୁ। ଯହୁଁ ସମୟ ଅତିକ୍ରାନ୍ତ ହେଉଥାଏ, ବୟସ ବଢି ବଢି ଯାଉଥାଏ ତହୁଁ ବନ୍ଧୁତ୍ୱ ନିବିଡ଼ରୁ
ଗଳ୍ପଫୁଙ୍ଗୁଳା ଦେହ ସେଁକା ଛାତିsatya7th December 20188th December 2018 by satya7th December 20188th December 201801116 ଫୁଙ୍ଗୁଳା ଦେହ ସେଁକା ଛାତି —–by ସତ୍ୟ ପ୍ରକାଶ ସେଠୀ ଆମ ଘର ପାଖରୁ ଅଳ୍ପ ମାତ୍ର୍ କେଇଟା ଜମିନର ଦୂରତ୍ୱ, ଯେଉଁଠି କି ଲମ୍ବି ଯାଇଛି ବାଟ ଚଲା ଗୋଟିଏ ଧୂଳିଆ ରାସ୍ତା