Uncategorisedକବିତା ଓ ଦିବସsatya28th May 202128th May 2021 by satya28th May 202128th May 20210360 ଦିବସ ଓ କବିତା—-by ସତ୍ୟ ପ୍ରକାଶ ସେଠୀଜାନୁୟାରୀ ଯଦି ବର୍ଷର ଆରମ୍ଭଡିସେମ୍ବର ତେବେ ଶେଷମଝିରେ ପାଳିତ ଅନେକ ଉତ୍ସବରହିଯାଏ ଅବଶେଷ ।।ପ୍ରତିଦିନ ଗୋଟେ ନୂଆ ପୃଥିବୀରନୂତନ ସୂର୍ଯ ଉଦୟଯେଉଁଠି ନ ଥାଏ କାଲିର ହୋ
କବିତାଶହିଦ୍ ଦିବସsatya26th May 202126th May 2021 by satya26th May 202126th May 20210439 ଶହିଦ୍ ଦିବସBy ସତ୍ୟ ପ୍ରକାଶ ସେଠୀଜାନୁୟାରୀ ମାସ ତିରିଶ ତାରିଖସହିଦ୍ ଦିବସ ରୂପେପାଳିତ ହୁଅଇ ଭାରତ ବରଷେଅନୁତାପ ଅନୁରୂପେ।।ନୀତି ନିୟମର କଷଟି ପଥରେକଷିଥିଲେ ନିଜ ମନଆଦର୍ଶବାନର ଆଦର୍ଶରେ ଗଢାଜୀବ ଶରୀ ଗୋଟାମାନ।।ଭୋଗ ବିଳାସରେ ନ
Uncategorisedୟାସ୍satya26th May 202126th May 2021 by satya26th May 202126th May 20210329 ବିଶାରଦ ଅବା ମହା ପଣ୍ଡିତଙ୍କଆକଳନ ଏ କି ଥିଲାଯାହା କହୁଥିଲେ ତାହା ହିଁ କି ଆଜିଦୃଶ୍ୟପଟ୍ଟେ ଦେଖାଗଲା।।ମହାପ୍ରଳଙ୍କରୀ ବାତ୍ୟାର ପ୍ରକୋପରୂପ ତା’ର ବିକଟାଳକେମିତି ଶୀଘ୍ରାତି ଶୀଘ୍ର ଯେ ଟଳିବସ୍ଥିତି ପରା ଟଳମଳ।।By ସତ୍ୟ ପ୍ରକାଶ
English PoemLotussatya18th May 202118th May 2021 by satya18th May 202118th May 20210331 ପଙ୍କ – ପଦ୍ମBy ସତ୍ୟ ପ୍ରକାଶ ସେଠୀପଦ୍ମ ଫୁଲ ଫୁଟେ କର୍ଦ୍ଦମାକ୍ତ କାଦେପଙ୍କିଳ ପଙ୍କ ତା ଘରସୌନ୍ଦର୍ଯ୍ୟଶାଳିନୀ ଫୁଲ ମଧ୍ଯେ ରାଣୀସବୁଠିଁ ଆଦର ତା’ର ।।ଜନ୍ମ ନୂହେଁ ତେଣୁ ଅତୀବ ଗୁରୁତ୍ୱକର୍ମ ଏକା ବଳିୟାରଯାହା
UncategorisedCheck this out at Amazonsatya5th May 202118th May 2021 by satya5th May 202118th May 20210318 ନୀଳ ଗଗନର ପଥିକ Nila Gaganara Pathika https://www.amazon.in/dp/9388698460/ref=cm_sw_r_other_apa_glt_i_B942NN0DNN3VWSTFKMTC?_encoding=UTF8&psc=1
କବିତାଉପଦ୍ରବୀsatya3rd May 20213rd May 2021 by satya3rd May 20213rd May 20210675 ଉପଦ୍ରବୀ ଆସିଛିରେ ଭାଇ କରୋନା ଆସିଛିପ୍ରଳୟଙ୍କରୀ ତା ରୂପଶୁଣି ଶୁଣି ମନେ ଛନକା ପଶୁଛିସତେ ଭୟଙ୍କରୀ ନୃପ।। 1କେମିତି ଲଢ଼ିବା ପ୍ରକୃତି ସାଙ୍ଗରେବୁଦ୍ଧି ବାଟ ଦିଶୁ ନାହିଁତଥାପି ରହିବା ସତର୍କ ହୋଇଣବିପଦକୁ ଦେବା ବାହି।।