ଗଳ୍ପଚିନ୍ତାମୁକ୍ତିsatya28th January 202528th January 2025 by satya28th January 202528th January 20250214 ଏବେକା କଥା ନହେଲେ ବି ବେଶିଦିନ ପୂରୁଣା କଥା ନୂହେଁ, ଏଇମାତ୍ର କୋଡ଼ିଏ ତିରିଶ ବର୍ଷ ହେବ। ନିର୍ମଳ ସହର ଯିବ। ପ୍ରଥମଥର ପାଇଁ ଟ୍ରେନ୍ ଯାତ୍ରା କରିବ, ତାଙ୍କ ଘର ତ କେଉଁଝର
ଗଳ୍ପନିରଞ୍ଜନର ଦିନରାତିsatya28th January 202528th January 2025 by satya28th January 202528th January 20250169 ଆମ ଶିକ୍ଷା ବ୍ୟବସ୍ଥାରେ ଦୟନୀୟ ପରିଣତି ଓ ବିକଟାଳ ସ୍ଥିତି-ଆଜି ଭୋଗୁଛନ୍ତି ନିରଞ୍ଜନ । ଉନବିଂଶ ଶତାବ୍ଦୀର ଶେଷ ଦୁଇଦଶକରେ ଓଡ଼ିଶାରେ ଛତୁ ଫୁଟିଲାପରି ଅନେକ ସ୍କୁଲକଲେଜ ସବୁ ଗଢ଼ିଉଠିଥିଲା। ଓଡ଼ିଶାରେ ବା ତିନିଶହ
ଗଳ୍ପହଜାରେ ସମସ୍ୟାsatya28th January 202528th January 2025 by satya28th January 202528th January 20250212 ହଜାରେ ଲୋକଙ୍କର ହଜାରେ ସମସ୍ୟା। ଆଉ କାହାରି କଥା ବୁଝି ହେଉନାହିଁ। ସମସ୍ୟାର ଗୋଟେ ଗହଳିଚହଳି ଭିତରେ, ନିଜ ସମସ୍ୟା ହଜିଯାଉଛି। ରାତିପାହିଲେ କେତେ ନୂଆ ସମସ୍ୟା ମୁଣ୍ଡଟେକୁଛି, ଯେତେବେଳେ କି ପୂରୁଣା ସମସ୍ୟାର
Uncategorised ଗଳ୍ପନୀଲଠା ପ୍ରେମsatya28th January 202528th January 2025 by satya28th January 202528th January 20250173 ବାପା ଏକା, ଜେଜେ ବି ଏକା ଥିଲେ। କିନ୍ତୁ ଜଗ ସାତ ଭଉଣୀରେ ଗୋଟିଏ ଭାଇ। ଭାରି ଲାଡଲା, ଏକୋଇରବଳା ବିଶିକେଶନ। ଭାରି ବିଛୁଆତି ଖଣ୍ଡେ । ଯେତକ ଦୁଷ୍ଟାମି ସବୁ ତାରି। ଯାହା
Uncategorised ଗଳ୍ପମୁଁ ଆଉ ତୁମେsatya28th January 202528th January 2025 by satya28th January 202528th January 20250265 ତୁମେ ଆଉ ମୁଁ ତୁମେ ଆଉ ମୁଁ, ମୁଁ ଆଉ ତୁମେ ସେଦିନ ଖୁବ୍ ଆତ୍ମୀୟ ଥିଲେ। ଏକା ସାଙ୍ଗରେ ଏକା ସ୍କୁଲରେ ପାଠ ପଢୁଥିଲେ। ଖେଳଛୁଟି ହେଲେ ଟିଫିନ୍ ବକ୍ସରୁ ଟିଫିନ୍ ଖୋଲି
Uncategorisedମୁଁ ନୋବେଲ ପାଇବିsatya27th January 202527th January 2025 by satya27th January 202527th January 20250128 “ମୁଁ ନୋବେଲ ପୁରସ୍କାର ପାଇବି । ମୁଁ ଓଡିଆରେ ସିନା ଲେଖେ, ଇଂରାଜୀରେ ବି ସନେଟ୍ ଲେଖେ। ତେଣୁ ଶହେ ଆଠ ସନେଟ ଯାହା ଲେଖିଛି ନୋବେଲ ପୁରସ୍କାର ପାଇଁ ପଠାଇବି। ତେଣିକି ମିଳିଲା