Satya Prakash
କବିତା

ମିଠା ପଦ sweet talk sweet well

ବନ୍ଧୁ ହିଁ ଜୀବନ

ସଖା ସହଚର।

ଭଲମନ୍ଦ ସାଥୀ

ଦୁଃଖ କଷ୍ଟ ହାରି।।

ତଥାପି ବୁଝାଇ

ହୁଏ ନା ସେ ମନ।

ଦୁନିଆଟା ଏଠି

ବଡ଼ ବେଇମାନି।।

ତେବେବି ଆଶ୍ୱସ୍ତି

ଲାଗେ ଯେବେ କେହି।

କହି ଦିଏ ଖାଲି

ମିଠା ପଦେ ବୋଳି।।

 

Related posts

ରଣ ଭୂଇଁ

satya

କୃତଜ୍ଞତା

satya

ମୁଁ କାଁ ଭଲ ପାଏ

satya

Leave a Comment

Login

X

Register