Satya Prakash
କବିତା

ଏମ୍ ଓ ୟୁ MOU

କେତେ ଏମ୍ ଓ ୟୁ ପରେ
ଏମ୍ ଓ ୟୁ ପତ୍ର ଏଠି
ନିତି ଯେ ସାଇନ୍ ହୁଏ
ଶିଳ୍ପର ଅଭିବୃଦ୍ଧି ଲାଗି
ନୂଆ ବୁଝାବଣା ଚାଲେ।।
ବେଦାନ୍ତ ଭୂଷଣ ପରି
ଯେତେ ଦେଶ ବିଦେଶର
ବୃହତ ବଣିକ ଗୋଷ୍ଠୀ
ନାମୀଦାମୀ କମ୍ପାନୀଙ୍କ
ଭିଡ଼ ଆସେ ଜମିଜମି।।
ସାଧାରଣ ଜନତାର
ଲାଭ ହେଉ କି ନ ହେଉ
କିକ୍ ବ୍ୟାକ୍ ଜରିଆରେ
ନେତାଙ୍କ ପକେଟ କିନ୍ତୁ
ଏଠି ତ ଗରମ ହୁଏ।।

Related posts

ବିଦେଶଗତାଙ୍କୁ କହିବା କି ପଦେ

satya

ଭେଳିକି

satya

ଭଲ ପାଇବାଟି ବଳୀ

satya

Leave a Comment

Login

X

Register