Satya Prakash
Uncategorised

ନାରିକେଳ ଦିବସ

ନାରିକେଳ ଦିବସ
2nd September
By ସତ୍ୟ ପ୍ରକାଶ ସେଠୀ
ନାରିକେଳ ପରା ଶୁଭ ଫଳ ଅଟେ
ସବୁ ଶୁଭ କାର୍ଯ୍ୟେ ଲାଗେ
ବିଭାଘରଠାରୁ ବ୍ରତ ଘର ଯାଏଁ
ଲୋଡ଼ା ପଡ଼େ ଯୁଗେ ଯୁଗେ ।।
ନାରିକେଳ ସିନା ଟାଣ ଫଳ ଅତି
ପଇଡ଼ ଜଳ ମଧୁର
ନଡ଼ିଆରୁ ତେଲ କତାରୁ ଯେ ଶିଳ୍ପ
ସମସ୍ତଙ୍କୁ ଦରକାର।।
ରୋଗୀର ଚିକିତ୍ସା ରୋଗର ନିଦାନେ
ନଡ଼ିଆର ଉପଯୋଗ
କେତେ ଯେ ମିଷ୍ଟାନ୍ନ ଭଳିକି ଭଳି ଯେ
ପ୍ରସ୍ତୁତ ହୁଏଟି ଭୋଗ।।

Related posts

ସର୍ବପଲ୍ଲୀ

satya

ପଦେ

satya

ସ୍ଵର୍ଗତଃ ଭୈରବ ଚନ୍ଦ୍ର

satya

Leave a Comment

Login

X

Register