Author : satya
ଘଟଗାଁ ତାରିଣୀ
ଇତିହାସ ସାକ୍ଷୀ ଘଟଗାଁ ତାରିଣୀ ଯେ ଚଉଦ ଶହ ଅଶୀ ସ୍ଥାପିତ ହୋଇଲେ ଇଚ୍ଛାମୟୀ ମାଆ ଏକାନ୍ତେ ଜଙ୍ଗଲେ ପଶି ।। 1 କାଞ୍ଚି ଅଭିଯାନେ ପୁରୀ ଗଜପତି ସେ ପୁରୁଷୋତ୍ତମ ଦେବ କେଉଁଝର
ନିଗୂଢ ରହସ୍ୟ
ଏହି ମହାକାଳ ସମୁଦ୍ର ବକ୍ଷରେ ଜୀବନ ତରୀ ମୁଁ ବାହି ସବୁ ଅନୁଭୂତି ଅନୁଭବ ହେଲା ବ୍ୟକ୍ତ ବା ଅବ୍ୟକ୍ତ କିଛି।। 1 ଏଠି ଉତ୍ସର୍ଗୀକୃତ ଚରିତ୍ର ପରା ସେ ଦଣ୍ଡ ଭୋଗାଭୋଗ କରେ
କାକଟପୁର ବାସିନୀ
କାକଟପୁରେ ମା’ ମଙ୍ଗଳା ମନ୍ଦିର ପଞ୍ଚଦଶ ଶତାବ୍ଦୀର ଯାହା ଉତ୍କଳୀୟ ଐତିହ୍ୟ ସମ୍ପନ୍ନ ପ୍ରାଚୀନ ଚାରୁ ଭାସ୍କର୍ଯ୍ଯ।। 1 ତୁମେ ବୌଦ୍ଧ ତାରା ହିନ୍ଦୁ ଶକ୍ତି ରୂପା ତୁମକୁ ସ୍ଥାପନା କରେ ଭକତ ଚରଣ
ହଂସାରୂଢ ଆହେ ବିଶ୍ୱକର୍ମା
ଅଦିତି ଗର୍ଭସ୍ଥ କଶ୍ୟପ ଔରସୁ ହେଲ ପରା ତୁମେ ଜାତ କଳା ଭାସ୍କର୍ଯ୍ଯ ଶିଳ୍ପରେ ନିପୁଣ ତୁମେ ଅଟ କାରିଗର।। 1 କେତେ ଯେ ସହର କେତେ ଯେ ପ୍ରାସାଦ ଦେବତାଙ୍କ ପାଇଁ ଗଢ
Puzzle
Sailed life boat in the ocean of time Gained experience in the long voyage A sacrificing character, subjugated always A benevolent worker, rewarded with bad
ବିଘ୍ନନାଶକ ମହାବିନାୟକ
ଜୟ ବିଦ୍ୟାଦାତା ଗଣପତି ବାବା ବିଦ୍ୟାର ଭଣ୍ଡାର ତୁମେ ପେଟଟା ଥନ୍ତଲା ବୋଲି ତ ଭୋକରା ବୁଦ୍ଧି କିନ୍ତୁ ଥାଏ ବାଟେ।। 1 ଏଡ଼େ ଅବାଗିଆ ମୁହଁଟା ହେଲେ ହେଁ ବିଦ୍ୟା ବୁଦ୍ଧି ସବୁ
ଏଡ଼େ ଦାମ୍ଭିକତା
ଏଡ଼େ ଦାମ୍ଭିକତା ବଡ଼ ପଣିଆଟି କେମିତି ପାଟିରୁ ଝଡ଼େ କେଉଁ ବଡ଼ ପଣେ ଏଡ଼େ ବଡ଼ କଥା ନ ଆଣି ସଂଶୟ କହେ।। 1 ତୁମେ କି ଉପରେ ସବୁରି ଉପରେ କାହାରିକୁ ଡର
କେବଳ ଦେଖନ୍ତି
ମୁଁ ଯଦି ଯାଆନ୍ତି ଦେବତାଟି ହୋଇ ସବୁ କିଛି ଦେଖୁଥାନ୍ତି ନୀରବରେ ରହି ହେଲେ କାହାରିକୁ କହନ୍ତିନି ସେତେ କିଛି।। 1 ସମସ୍ତଙ୍କୁ ମୁଇଁ ପାଆନ୍ତି ଯେ ଭଲ ନଦେଇ କାହାକୁ ଦଣ୍ଡ
ଅବଦୁଲ କାଲାମ
ତୁମେ ଅବଦୁଲ ବିଜ୍ଞାନୀ ମଣିଷ ବୈଜ୍ଞାନିକ ତୁମ ନିଶା ଦେଶର ବିକାଶ ସମ୍ଭବ ଯେ ହେଲା ଥିଲା ତୁମ ଅଭିଳାଷା।।1 ସରଳ ସୌକର୍ଯ୍ୟ ଜୀବନ ଚର୍ଯ୍ୟାଟି ନୁହେଁ ତୁମେ ବିଳଷିତ ଜୀବନ କଷଣ ସହି

