Satya Prakash
Book

ଆନବାସୀ

satya
ପୁସ୍ତକ ଶୀର୍ଷକ:ଆନବାସୀ (Day’s Scholar)ଲେଖକ :ଡ଼ ସତ୍ୟ ପ୍ରକାଶ ସେଠୀ ସୂଚିପତ୍ର ୧.ଇଚ୍ଛାମୟୀ୨.ସହଜ ନଥିଲା୩.ଫୋନ୍ ଗୁଞ୍ଜାବାଲା ଧନିଆ ବାବୁ୪.ସେଇ ଝିଅଟା୫.ଚର୍ଚ୍ଚିଲ୬.କେହି ଜଣେ ପ୍ରବୀଣ୭.ଝିଞଟ୮.ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା୯.ଡାକୁଲା୧୦.ଆନବାସୀ୧୧.ଶେଖର୧୨.ଲୋଭିଲା କୁକୁରକୁ ଗୀଧ୧୩.ପ୍ରେମ ପାଗଳିନି୧୪.ଆପଣ କିନ୍ତୁ ଖୁସିରେ
Book

କଥାଣି ୨

satya
21.ଭୀମବଳ କୁଇନ୍ତା ଜାଣେ ଜତୁଗୃହ ଦାହ ପରି ଏକ ଦୂରଭିସନ୍ଧି ଷଡଯନ୍ତ୍ରକୁ ନିରର୍ଥ କରିବା ପାଇଁ କୃଷ୍ନ ଓ ବିଦୁର କ’ଣ କମତି ପ୍ରରିଶ୍ରମ କରିଛନ୍ତି କି।ତହିଁରେ ପରା ଅନେକ ଯୋଜନା ସାମିଲ ହୋଇଥିଲା
Book

କଥାଣି

satya
Book title :କଥାଣି ଉତ୍ସର୍ଗ ଉକ୍ତ ‘କଥାଣି’ ଗଳ୍ପ ସମ୍ଭାରଟିକୁ ମୁଁ ମୋର ନାତି ଓ ନାତୁଣୀ ମାନଙ୍କୁ ଉତ୍ସର୍ଗ କରୁଛି। ଅଭିପ୍ସା, ଅନ୍ଵେଷା, ଆହାନା , ହରିତା, ଟୁଟୁଲୁ, ଆଦ୍ଯା, ଓମ୍,କ୍ରିସ୍, ଚିଙ୍କି,
ଗଳ୍ପ

ଲୋଭିଲା କୁକୁରକୁ ଗୀଧ

satya
ଲୋଭିଲା କୁକୁରକୁ ଗୀଧ–by Dr Satya Prakash Sethyଥରେ ନୀର, ବନା, ଶାନ୍ତିଆ, ନଖିଆ, ସନା ଏମିତି ଚାରିପାଞ୍ଚଜଣ ବିଲରେ ବାଟିଆ ପକାଉଥା’ନ୍ତି। ଏସନ ଇନ୍ଦ୍ରଦେବତା ଟିକିଏ ପ୍ରସନ୍ନ ହୋଇଛନ୍ତି ।ସେଇଥିପାଇଁ ବିଲରେ ଜଲଦି
Uncategorised

ସହବାସ ସମ୍ବନ୍ଧ

satya
ସହବାସ ସମ୍ବନ୍ଧ—-Dr Satya Prakash Sethyଶୀତଳ ବାପାମାଆଙ୍କର ଏକମାତ୍ର ଅଲିଅଳି କନ୍ୟା। ପାଖକୁ ସାନ ଭାଇଟିଏ ଅଛି ଯେ, ସେ କିନ୍ତୁ ଭାରି ଛୋଟ। ଏବେ ବି ସ୍କୁଲ ଜୀବନ ତା’ର ସରି ନାହିଁ।
Uncategorised

ଇଚ୍ଛାମୟୀ

satya
ଇଚ୍ଛାମୟୀBy ସତ୍ୟ ପ୍ରକାଶ ସେଠୀଇଚ୍ଛାମୟୀ ମାନଙ୍କର ଇଚ୍ଛା ଅସୁମାରି। ଏଇ ଇଚ୍ଛାମାନେ ସତରେ ବଡ଼ ଅସହଜ, ବେଳେ ବେଳେ ବି ଭାରି ଦୁଷ୍ଟାମି କରନ୍ତି। ଚାହିଁକି ସେମାନଙ୍କୁ ମନ ଉହାଡରୁ ଆଉ ତ ଏକାବେଳେକେ
Uncategorised

ଶେଖର

satya
ଶେଖର—-by Dr Satya Prakash Sethyଶେଖର, ଶିଖର ଛୁଇଁବା ଯାହାଙ୍କ ନିଶା। ସଙ୍ଗୀତରେ ସ୍ଵର ମୂର୍ଚ୍ଛନା ସେ ତୋଳନ୍ତି। ଅନେକ ତାଙ୍କର ପ୍ରତିଭା। କେତେବେଳେ ଗଳ୍ପକବିତା ଲେଖନ୍ତି, ଗୀତ ଲେଖିବା ତାଙ୍କର ମୁଖ୍ୟ। ଅଭିନୟ
Uncategorised

ଆନବାସୀ

satya
ଆନବାସୀ—-by Dr Satya Prakash Sethyଏଇଟା ଗୋଟେ ପ୍ରେମ କାହାଣୀ ତ ନୂହେଁ , କିନ୍ତୁ ପ୍ରେମ ସମ୍ପର୍କିତ କିଛି କଥାବସ୍ତୁ ନିଶ୍ଚିତ। ଆପଣ ମାନେ ବିଶ୍ବାସ ନକଲେ ବି ଘଟନାଟି ସତ।ମୁଁ ବାଣୀବିହାରରେ
Uncategorised

ବାପାମାନେ

satya
ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣାBy Dr Satya Prakash Sethyବାପା। ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା। ବାପା ମାନେ ଢୋ ଢୋଇଆ ଖାରବେଳ, ନିଦାଘର ତାତି। ବାପା ମାନେ ଅସହିଣିର ଝଞ୍ଜା।ସବୁ କରି ସବୁ

Login

X

Register