Uncategorisedପୋଲିଂ ପାର୍ଟିsatya23rd February 202223rd February 2022 by satya23rd February 202223rd February 20220276 ପୋଲିଂ ପାର୍ଟୀBy ସତ୍ୟ ପ୍ରକାଶଏଥର ନିର୍ବାଚନ ବେଳାଟା ପାଖେଇ ଆସିଲାଣି। ସରକାର ଭାରି ତତ୍ପର। ନିର୍ବାଚନ କମିସନ୍ ଙ୍କ ହୁଇପ୍। ସରକାରୀ କର୍ମଚାରୀ ସବୁ ନିର୍ବାଚନ ଡ୍ୟୁଟିରେ ରହିବେ। ତେଣୁ ଛୁଟି ବାତିଲ। ବାହାନାବାଜି
Uncategorisedନୀରନାsatya31st January 202231st January 2022 by satya31st January 202231st January 20220286 ନୀରନାBy ସତ୍ୟ ପ୍ରକାଶ ସେଠୀନିରଞ୍ଜନ ପତି। ବୟସ ପଚାଶରୁ ଷାଠିଏ ଭିତରେ ହେବ। ଲୋକେ ତାଙ୍କୁ ନୀରନା ବୋଲି ଡାକନ୍ତି। ଭାରି ମିଷ୍ଟଭାଷୀ। ଅତି ଭଦ୍ରଲୋକ ଆଉ ମେଳାପି ବି । ଚାଲିଗଲା ଲୋକକୁ
Uncategorisedନାନୀsatya23rd January 202223rd January 2022 by satya23rd January 202223rd January 20220309 ନାନୀ–by ସତ୍ୟ ପ୍ରକାଶ ସେଠୀନାନୀ ।ଆମ ଚାକରାଣୀ। ଠକ୍କରା ବୁଢୀ। ବୟସ କିନ୍ତୁ ଜମା 58। ହେଲେ ରୂପକାନ୍ତି ବୟସକୁ ଗିଳି ଦେଇଛି। ଲାଗୁଛି ସେ ଯେମିତି ଅଶୀ ପାର ହୋଇଗଲାଣି। କାହିଁକି ଏମିତି
ଗଳ୍ପନିଶା ଓ ନିଶାsatya22nd January 202222nd January 2022 by satya22nd January 202222nd January 20220434 ନିଶା BBy ସତ୍ୟ ପ୍ରକାଶ ସେଠୀ 1ମ ପକ୍ଷ_ ନିଶା ଆଜ୍ଞା! ସବୁଠିଁ ସେଇ ନିଶାର ପ୍ରଭାବ।ଓଃ କି ପ୍ରାଦୂର୍ଭାବ? ୨ୟ ପକ୍ଷ-କ’ଣ ହେଲା କି ଲୋ! ନିଶା ଉପରେ ବଡ଼ ବକ୍ତୃତା ଝାଡୁଛୁ।।
Uncategorisedପାଇଚ୍ଛାsatya22nd January 202222nd January 2022 by satya22nd January 202222nd January 20220297 ପାଇଛ୍ଛା——by ସତ୍ୟ ପ୍ରକାଶ ସେଠୀପାଇଚ୍ଛା।ଏକ ଅଦ୍ଭୁତ ଚରିତ୍ର। ବାସ୍ତବରେ ସେ ବାଦଶାହା। ଗାଁ ଟାଉଟରଙ୍କ ଭିତରେ ସେ ପାଇଚ୍ଛା। ଦଣ୍ଡକେ ବାର ଘର ଭାଙ୍ଗି ତେର ଘର ଯୋଡ଼ି ଦେବାର କ୍ଷମତା ତା’ର ଅଛି
Uncategorisedଇଏ ବି ଗୋଟେ ବାବାsatya21st January 202221st January 2022 by satya21st January 202221st January 20220296 ଇଏ ବି ଗୋଟେ ବାବା—–by ସତ୍ୟ ପ୍ରକାଶ ସେଠୀଆମ ଯାଜପୁର ସହର ଧୀରେ ଧୀରେ ସାହିତ୍ୟିକମାନଙ୍କର ପେଣ୍ଠସ୍ଥଳୀରେ ପରିଣତ ହେବାକୁ ବସିଲାଣି। ପୂର୍ବରୁ ହୁଏତ ଛୋଟ ବଡ଼ ଅନେକ ସାହିତ୍ୟକ ଥିଲେ, ହେଲେ ସେମାନେ
BookCollect Published booksatya17th January 202217th January 2022 by satya17th January 202217th January 20220292
Uncategorisedଭୁଲ କି ଭୁଲsatya31st October 202117th January 2022 by satya31st October 202117th January 20220301 ଭୁଲ କି ଭୁଲ?….ଭୁଲ କରି ଥିବା ଲୋକ କେବଳ ହିଁଭୁଲ କ’ଣ ଜାଣିଥାଏତେଣୁ ତ ସଫଳ ସେହି ଏକା ବ୍ୟକ୍ତିଭୁଲ ଯିଏ କରିଥାଏ।।ଯେତେ ଯେତେ ବଡ଼ ମହିମାମଣ୍ଡିତଜୀବନରୁ ଶିଖି ଥାଏଭୁଲ ତେଣୁ ନୂହେଁ ଶେଷ
ଗଳ୍ପସରକାରୀ ମାଫିଆsatya30th October 202130th October 2021 by satya30th October 202130th October 20210417 ସରକାରୀ ମାଫିଆ—-by ସତ୍ୟ ପ୍ରକାଶ ସେଠୀରାଜିଆ ବାବୁ। ଘର ଗାରଡ଼କଣ ଅଞ୍ଚଳ। ଭାରି ଡେଙ୍ଗା। ହୃଷ୍ଟପୃଷ୍ଟ ଲୋକଟା। ତା ଚାଲିରେ ଅଣଚାଶ ବହେ। ତା ହାୱାରେ ଆଛା ଆଛା ଲୋକ ନିମିଷକେ ଟଳି ପଡ଼ନ୍ତି।
UncategorisedCheck this out on Flipkartsatya14th October 202114th October 2021 by satya14th October 202114th October 20210208 Take a look at this PHUSIA MA on Flipkart https://dl.flipkart.com/s/ZBEGdmuuuN