ଗଳ୍ପସରକାରୀ ମାଫିଆsatya30th October 202130th October 2021 by satya30th October 202130th October 20210447 ସରକାରୀ ମାଫିଆ—-by ସତ୍ୟ ପ୍ରକାଶ ସେଠୀରାଜିଆ ବାବୁ। ଘର ଗାରଡ଼କଣ ଅଞ୍ଚଳ। ଭାରି ଡେଙ୍ଗା। ହୃଷ୍ଟପୃଷ୍ଟ ଲୋକଟା। ତା ଚାଲିରେ ଅଣଚାଶ ବହେ। ତା ହାୱାରେ ଆଛା ଆଛା ଲୋକ ନିମିଷକେ ଟଳି ପଡ଼ନ୍ତି।
UncategorisedCheck this out on Flipkartsatya14th October 202114th October 2021 by satya14th October 202114th October 20210225 Take a look at this PHUSIA MA on Flipkart https://dl.flipkart.com/s/ZBEGdmuuuN
UncategorisedCollect my booksatya5th August 20215th August 2021 by satya5th August 20215th August 20210283 ମନପାରା : ସତ୍ୟ ପ୍ରକାଶ ସେଠୀPre-Order Your Copie : https://shop.storymirror.com/manapara/p/16se70cz6krk530lx ଚନ୍ଦକାରେ ଗୋଟେ ରାତି : ସତ୍ୟ ପ୍ରକାଶ ସେଠୀPre-Order Your Copie : https://shop.storymirror.com/chandakare-gotie-rati/p/16se70cz6krk5h9trନୀଳ ଗଗନର ପଥିକhttps://shop.storymirror.com/nila-gaganara-pathika/p/16se70910kig8qkjf
କବିତାNutrition daysatya15th June 202115th June 2021 by satya15th June 202115th June 20210358 Nutrition day-1st SeptBy ସତ୍ୟ ପ୍ରକାଶ ସେଠୀ ଦାରିଦ୍ର୍ଯର କରାଳ ଛାୟା ଯେମନରେ ଭରିଛି ଚିନ୍ତାକେବେ ସେ ହଟିବ ଶାନ୍ତି ବିରାଜିବପାଉ ନାହିଁ ଆଦି ଅନ୍ତ।।ଭୋକ ଉପବାସେ ସଢୁଛି ଜନତାଉପାୟ ପାଉନି ଖୋଜିପୃଷ୍ଟିକର ଅବା
କବିତାଏକତା ଦିବସsatya15th June 202115th June 2021 by satya15th June 202115th June 20210588 ଏକତା ଦିବସ ଲୌହ ମାନବଟି ଅଟ ପରା ତୁମେସର୍ଦ୍ଦାର ବଲ୍ଳଭ ଭାଇଲୁହା ପରି ତୁମେ ହୋଇଥିଲ ଛିଡାଭାରତ ସୀମାନ୍ତେ ଯାଇ।।ତୁମେ ଥିଲା ବେଳେ ଶତୃ କମ୍ପୁଥିଲାଭୟରେ କାତର ହୋଇଏବେ ତ ଫୁଟାଣି ଟିପ୍ପଣୀ ରଖୁଛିବାହାସ୍ପୋଟିଆ
କବିତାଜାତୀୟ ଡାକ ସେବା ଦିବସsatya11th June 202111th June 2021 by satya11th June 202111th June 20210627 ଜାତୀୟ ଡାକ ସେବା ଦିବସ – 10 ଅକ୍ଟୋବର—-by ସତ୍ୟ ପ୍ରକାଶ ସେଠୀଆହାକି ସୁନ୍ଦର ମନୋରମ ଶୋଭାଦୀପ୍ତିମୟୀ ତା’ର ଆଭାରସୁଲଗଡ଼ରେ ଆଂଚଳିକ ଡାକପ୍ରଶିକ୍ଷଣକେନ୍ଦ୍ର ଉଭା।। ଭୁବନେଶ୍ୱରର ଉପକଣ୍ଠେ ପୁଣିରାଜଧାନୀ କ୍ଷେତ୍ରେ ଗଣାଏଡିକି ସୁନ୍ଦର ଭବ୍ୟ
କବିତାଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନ ଦିବସsatya6th June 20216th June 2021 by satya6th June 20216th June 20210951 International level crossing awareness day – 6th June–by ସତ୍ୟା ପ୍ରକାଶ ସେଠୀରାସ୍ତାରେ ଘଟଣ ଅଘଟଣ କେତେନିତି ଘଟୁ ଅଛି ସତେକେତେ ପରିବାର ଉଜୁଡ଼ି ଯାଉଛିସତର୍କ ହେଉନି ଏତେ।ବାମ କଡେକଡେ ସଡ଼କେ ଚାଲିବାଅଟଇ
Uncategorisedକବିତା ଓ ଦିବସsatya28th May 202128th May 2021 by satya28th May 202128th May 20210439 ଦିବସ ଓ କବିତା—-by ସତ୍ୟ ପ୍ରକାଶ ସେଠୀଜାନୁୟାରୀ ଯଦି ବର୍ଷର ଆରମ୍ଭଡିସେମ୍ବର ତେବେ ଶେଷମଝିରେ ପାଳିତ ଅନେକ ଉତ୍ସବରହିଯାଏ ଅବଶେଷ ।।ପ୍ରତିଦିନ ଗୋଟେ ନୂଆ ପୃଥିବୀରନୂତନ ସୂର୍ଯ ଉଦୟଯେଉଁଠି ନ ଥାଏ କାଲିର ହୋ
କବିତାଶହିଦ୍ ଦିବସsatya26th May 202126th May 2021 by satya26th May 202126th May 20210563 ଶହିଦ୍ ଦିବସBy ସତ୍ୟ ପ୍ରକାଶ ସେଠୀଜାନୁୟାରୀ ମାସ ତିରିଶ ତାରିଖସହିଦ୍ ଦିବସ ରୂପେପାଳିତ ହୁଅଇ ଭାରତ ବରଷେଅନୁତାପ ଅନୁରୂପେ।।ନୀତି ନିୟମର କଷଟି ପଥରେକଷିଥିଲେ ନିଜ ମନଆଦର୍ଶବାନର ଆଦର୍ଶରେ ଗଢାଜୀବ ଶରୀ ଗୋଟାମାନ।।ଭୋଗ ବିଳାସରେ ନ
Uncategorisedୟାସ୍satya26th May 202126th May 2021 by satya26th May 202126th May 20210440 ବିଶାରଦ ଅବା ମହା ପଣ୍ଡିତଙ୍କଆକଳନ ଏ କି ଥିଲାଯାହା କହୁଥିଲେ ତାହା ହିଁ କି ଆଜିଦୃଶ୍ୟପଟ୍ଟେ ଦେଖାଗଲା।।ମହାପ୍ରଳଙ୍କରୀ ବାତ୍ୟାର ପ୍ରକୋପରୂପ ତା’ର ବିକଟାଳକେମିତି ଶୀଘ୍ରାତି ଶୀଘ୍ର ଯେ ଟଳିବସ୍ଥିତି ପରା ଟଳମଳ।।By ସତ୍ୟ ପ୍ରକାଶ