ରାଜନୀତି
ରାଜନୈତିକ ଆକାଶ ଓ ଆଜିର ରାଜନୀତି – :By ସତ୍ୟ ପ୍ରକାଶ ସେଠୀଆମେ ସ୍ଵାଧୀନୋତ୍ତର ଭାରତ ବର୍ଷରେ ଜନ୍ମ ଗ୍ରହଣ କରିଥିବାରୁ ଗଣତାନ୍ତ୍ରିକ ବ୍ୟବସ୍ତା ଭିତରେ ରାଜନୀତିର ପ୍ରଭାବ ଓ ପ୍ରଭୁତ୍ଵ ସମ୍ପର୍କରେ ଉଣା
ପୋଲିଂ ପାର୍ଟି
ପୋଲିଂ ପାର୍ଟୀBy ସତ୍ୟ ପ୍ରକାଶଏଥର ନିର୍ବାଚନ ବେଳାଟା ପାଖେଇ ଆସିଲାଣି। ସରକାର ଭାରି ତତ୍ପର। ନିର୍ବାଚନ କମିସନ୍ ଙ୍କ ହୁଇପ୍। ସରକାରୀ କର୍ମଚାରୀ ସବୁ ନିର୍ବାଚନ ଡ୍ୟୁଟିରେ ରହିବେ। ତେଣୁ ଛୁଟି ବାତିଲ। ବାହାନାବାଜି
ନୀରନା
ନୀରନାBy ସତ୍ୟ ପ୍ରକାଶ ସେଠୀନିରଞ୍ଜନ ପତି। ବୟସ ପଚାଶରୁ ଷାଠିଏ ଭିତରେ ହେବ। ଲୋକେ ତାଙ୍କୁ ନୀରନା ବୋଲି ଡାକନ୍ତି। ଭାରି ମିଷ୍ଟଭାଷୀ। ଅତି ଭଦ୍ରଲୋକ ଆଉ ମେଳାପି ବି । ଚାଲିଗଲା ଲୋକକୁ
ନାନୀ
ନାନୀ–by ସତ୍ୟ ପ୍ରକାଶ ସେଠୀନାନୀ ।ଆମ ଚାକରାଣୀ। ଠକ୍କରା ବୁଢୀ। ବୟସ କିନ୍ତୁ ଜମା 58। ହେଲେ ରୂପକାନ୍ତି ବୟସକୁ ଗିଳି ଦେଇଛି। ଲାଗୁଛି ସେ ଯେମିତି ଅଶୀ ପାର ହୋଇଗଲାଣି। କାହିଁକି ଏମିତି
ନିଶା ଓ ନିଶା
ନିଶା BBy ସତ୍ୟ ପ୍ରକାଶ ସେଠୀ 1ମ ପକ୍ଷ_ ନିଶା ଆଜ୍ଞା! ସବୁଠିଁ ସେଇ ନିଶାର ପ୍ରଭାବ।ଓଃ କି ପ୍ରାଦୂର୍ଭାବ? ୨ୟ ପକ୍ଷ-କ’ଣ ହେଲା କି ଲୋ! ନିଶା ଉପରେ ବଡ଼ ବକ୍ତୃତା ଝାଡୁଛୁ।।
ପାଇଚ୍ଛା
ପାଇଛ୍ଛା——by ସତ୍ୟ ପ୍ରକାଶ ସେଠୀପାଇଚ୍ଛା।ଏକ ଅଦ୍ଭୁତ ଚରିତ୍ର। ବାସ୍ତବରେ ସେ ବାଦଶାହା। ଗାଁ ଟାଉଟରଙ୍କ ଭିତରେ ସେ ପାଇଚ୍ଛା। ଦଣ୍ଡକେ ବାର ଘର ଭାଙ୍ଗି ତେର ଘର ଯୋଡ଼ି ଦେବାର କ୍ଷମତା ତା’ର ଅଛି
ଇଏ ବି ଗୋଟେ ବାବା
ଇଏ ବି ଗୋଟେ ବାବା—–by ସତ୍ୟ ପ୍ରକାଶ ସେଠୀଆମ ଯାଜପୁର ସହର ଧୀରେ ଧୀରେ ସାହିତ୍ୟିକମାନଙ୍କର ପେଣ୍ଠସ୍ଥଳୀରେ ପରିଣତ ହେବାକୁ ବସିଲାଣି। ପୂର୍ବରୁ ହୁଏତ ଛୋଟ ବଡ଼ ଅନେକ ସାହିତ୍ୟକ ଥିଲେ, ହେଲେ ସେମାନେ
ଭୁଲ କି ଭୁଲ
ଭୁଲ କି ଭୁଲ?….ଭୁଲ କରି ଥିବା ଲୋକ କେବଳ ହିଁଭୁଲ କ’ଣ ଜାଣିଥାଏତେଣୁ ତ ସଫଳ ସେହି ଏକା ବ୍ୟକ୍ତିଭୁଲ ଯିଏ କରିଥାଏ।।ଯେତେ ଯେତେ ବଡ଼ ମହିମାମଣ୍ଡିତଜୀବନରୁ ଶିଖି ଥାଏଭୁଲ ତେଣୁ ନୂହେଁ ଶେଷ

