English PoemLotussatya18th May 202118th May 2021 by satya18th May 202118th May 20210505 ପଙ୍କ – ପଦ୍ମBy ସତ୍ୟ ପ୍ରକାଶ ସେଠୀପଦ୍ମ ଫୁଲ ଫୁଟେ କର୍ଦ୍ଦମାକ୍ତ କାଦେପଙ୍କିଳ ପଙ୍କ ତା ଘରସୌନ୍ଦର୍ଯ୍ୟଶାଳିନୀ ଫୁଲ ମଧ୍ଯେ ରାଣୀସବୁଠିଁ ଆଦର ତା’ର ।।ଜନ୍ମ ନୂହେଁ ତେଣୁ ଅତୀବ ଗୁରୁତ୍ୱକର୍ମ ଏକା ବଳିୟାରଯାହା
UncategorisedCheck this out at Amazonsatya5th May 202118th May 2021 by satya5th May 202118th May 20210410 ନୀଳ ଗଗନର ପଥିକ Nila Gaganara Pathika https://www.amazon.in/dp/9388698460/ref=cm_sw_r_other_apa_glt_i_B942NN0DNN3VWSTFKMTC?_encoding=UTF8&psc=1
କବିତାଉପଦ୍ରବୀsatya3rd May 20213rd May 2021 by satya3rd May 20213rd May 20210865 ଉପଦ୍ରବୀ ଆସିଛିରେ ଭାଇ କରୋନା ଆସିଛିପ୍ରଳୟଙ୍କରୀ ତା ରୂପଶୁଣି ଶୁଣି ମନେ ଛନକା ପଶୁଛିସତେ ଭୟଙ୍କରୀ ନୃପ।। 1କେମିତି ଲଢ଼ିବା ପ୍ରକୃତି ସାଙ୍ଗରେବୁଦ୍ଧି ବାଟ ଦିଶୁ ନାହିଁତଥାପି ରହିବା ସତର୍କ ହୋଇଣବିପଦକୁ ଦେବା ବାହି।।
Uncategorisedବାଙ୍କମୁହାଁ ବରଗଛsatya9th February 20219th February 2021 by satya9th February 20219th February 20210617 ବାଙ୍କମୁହାଁ ବର ଗଛ By ସତ୍ୟ ପ୍ରକାଶ ସେଠୀମନୋରମ ସକାଳ। ଶୀତୁଆ ପବନ ଦେହରେ ଶିହରଣ ଖେଳାଉଥାଏ।ବାଡ଼ି ଅଗଣା ପଟ ବଗିଚାରେ ଚେୟାର ଖଣ୍ଡେ ପକାଇ ବସି ପଡିଥାଏ। ଦେହରେ ସୂର୍ଯ୍ୟ କିରଣ ଟିକିଏ
Uncategorisedମୁଖବନ୍ଧsatya18th January 202118th January 2021 by satya18th January 202118th January 20210637 ମୂଖବନ୍ଧ ଉଦୀୟମାନ କବି କଥାକାର ସତ୍ୟ ପ୍ରକାଶଙ୍କ ‘ସାଉଁଟା କାହାଣୀ’ ଆଦୌ କଳ୍ପନାଶ୍ରିତ, ଅବାସ୍ତବ କଥାର ଅବତାରଣା ନୁହଁ। ବେଶ୍ ଏକ ମନାଛୁଆଁ ଓ ପ୍ରାଣସ୍ପର୍ଶୀ ରୀତିରେ ରଚିତ। ଏହି ଆଂଶିକ (କ୍ଷୁଦ୍ର )
Uncategorisedନବିନା ବା ‘satya17th January 202117th January 2021 by satya17th January 202117th January 20210566 ନବିନା ବା’—–by ସତ୍ୟ ପ୍ରକାଶ ସେଠୀନବିନା ବା’ ହୃଷ୍ଟପୃଷ୍ଟ ହୋଇ ଭାରି ଡେଙ୍ଗାଳିଆ ଲୋକଟେ। ସାଢେ ଛଅ ଫୁଟରୁ ଅଧିକ ହେବ ଉଚ୍ଚତା। ତୋଫା ଗୋରା। ଗୋଟିଏ ନାଲି ଲମ୍ବହାତି ଗାମୁଛା ଓ ଢାଉ
Uncategorisedଦୟାଳୁ ରୋଷେୟାsatya15th January 202115th January 2021 by satya15th January 202115th January 20210566 ଦୟାଳୁ ରୋଷେୟାBy ସତ୍ୟ ପ୍ରକାଶ ସେଠୀଭଦ୍ରକ। ଭଦ୍ରକ ସହର ଏକ ଭିନ୍ନ୍ ସହର, ଯେଉଁଠି ଅନେକ ପୁଣ୍ଯାତ୍ମା ବସବାସ କରନ୍ତି। ଏଠାକାର ଲୋକେ ଭାରି ଧର୍ମାଳୁ। ଧାର୍ମିକ ଭାବନା ଏମାନଙ୍କର ଟିକେ ବେଶୀ ।
UncategorisedTruthfulnesssatya7th January 20217th January 2021 by satya7th January 20217th January 20210368 Truthfulness—–by Satya Prakash SethyTruth a mindset – Often stake a transcendent, fundamental and spiritual reality.Truth – A judgement, hypothesis or mind’s eye that’s true or
Book Uncategorisedଶୂନ୍ଶାନ୍ ରାତି booksatya5th January 202121st January 2021 by satya5th January 202121st January 20210994 ଶୂନ୍ଶାନ୍ ରାତି book ଉତ୍ସର୍ଗ-——-ସନ୍ଧ୍ୟା ହେଲେ ଜେଜେଙ୍କ ପାଖରେ ବସି ଉହ୍ମେଇରୁ ନିଆଁ ପିଉ ପିଉ କାହାଣୀ ଆରମ୍ଭ ହୁଏ।ପୁଣି ଜେଜେଙ୍କ କମ୍ବଳ ଭିତରେ ପଶି ଉଷୁମ ଟାଣୁଟାଣୁ ଗପର ଖିଅଟା ଆହୁରି ଲମ୍ବିଯାଏ।
Quotes Uncategorisedଶବ୍ଦ ଯୁଗଳsatya29th December 202027th January 2021 by satya29th December 202027th January 20210591 ଶ୍ରଦ୍ଧା ମୋ ପୁଅ – କୁମାର ଅନିବେଶ – ମୋର ଭାରି ପ୍ରିୟ। ଗେହ୍ଲାବସରର ନାଁଟି ତା’ର କୁନୁ, ତେଣୁ ସମସ୍ତେ ଡାକନ୍ତି ତାକୁ କୁନୁ। ମୁଁ କିନ୍ତୁ ଡାକେ ଧନ। ଭାରି ସରଳ