Uncategorisedପଦେsatya23rd December 202023rd December 2020 by satya23rd December 202023rd December 20200658 ପଦେ କବିତା ହେଉଛି କବିର ଭାବନା। ଭାବନାର ଉଚ୍ଛ୍ୱଳ ଜଳଧି ତରଙ୍ଗରେ ତରଙ୍ଗାୟିତ ହୋଇ ସେ କବିତା ଲେଖେ। ଭାବୁକତା ତା’ର ଧର୍ମ। ଭାବନା ରାଜ୍ୟରେ ସେ ଘୂରି ବୁଲୁବୁଲୁ ହୀରା, ମୋତି, ମାଣିକାଦି
Uncategorisedମୁଁ ଆଉ କହିବି କ’ଣsatya12th December 202012th December 2020 by satya12th December 202012th December 20200507 ମୁଁ ଆଉ କହିବି କ’ଣ କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ,ବ୍ୟାକରଣିକ, ଜୀବନୀ ଚରିତକାର ଶ୍ରୀ ସତ୍ୟ ପ୍ରକାଶ ସେଠୀ ନିଜ ଅନବାଦ୍ଯ ସ୍ରୁଷ୍ଟି ବଳରେ ପାଠକୀୟ ଆଦୃତି ଲାଭ କରିବା ସହ ଓଡିଆ ସାହିତ୍ୟ
Uncategorisedକାନ୍ତକବି ଲକ୍ଷ୍ମୀକାନ୍ତsatya8th December 20208th December 2020 by satya8th December 20208th December 20200518 କାନ୍ତକବି ଲଷ୍ମୀକାନ୍ତଭିନ୍ନ ଏକ ପ୍ରତିଭା——-By ସତ୍ୟ ପ୍ରକାଶ ସେଠିଭଦ୍ରକ ମାଟି ହେଉଛି କଳା ସଂସ୍କୃତିର ମାଟି। ଯେଉଁଠି ଯାତ୍ରା ସାମ୍ରାଜ୍ୟର ସମ୍ରାଟ ଶ୍ୟାମ ସୁନ୍ଦର ମହାପାତ୍ର ଓ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପରି ମହାନ
Uncategorisedଅଟଳଜୀsatya8th December 20208th December 2020 by satya8th December 20208th December 20200484 ଅଟଳ ମହାମେରୁBy ସତ୍ୟ ପ୍ରକାଶ ସେଠୀଅଟଳ ବିହାରୀ ବଜାପେୟୀ ଭାରତ ବର୍ଷର ଇତିହାସରେ ଏକ ଅଦ୍ୱିତୀୟ ପରିଚାୟକ। ସେ ଏକାଧାରରେ ଜଣ ସୁସାହିତ୍ୟିକ, କବି, ପ୍ରାବନ୍ଧିକା, ପତ୍ରକାର, ରାଜନୀତି ବିଶାରଦ, ପ୍ରବିଣ ରାଜନୀତିଜ୍ଞ, ସୁସଂଗଠକ,
Uncategorisedଗୁରୁଜୀsatya8th December 20208th December 2020 by satya8th December 20208th December 20200519 ଗୁରୁଜୀ-ଫକୀରରବିନ୍ଦ୍ର ସାର୍ ଙ୍କ ଘର ପଦ୍ମପୁରଶିକ୍ଷକତା ପେଶା ଜଣାଇଂରାଜୀ ଭାଷାରେ ଅଗାଧ ଜ୍ଞାନଟିଗୁଣୀ ଜନେ ପରା ଗଣା।।ଏଡିକି ବିଶାଳ ହୃଦୟ ଯେ ତାଙ୍କବିସ୍ମୃତ ହୁଏନା ମନଛାତ୍ର ବତ୍ସଳତା ସହୃଦୟବାନସେଇ ଏକା ମହାଜନ।।ଯାହାଙ୍କ ବିୟୋଗେ ଶୋକାକୁଳ
Uncategorisedଭାବୀsatya8th December 20208th December 2020 by satya8th December 20208th December 20200491 ମୁଁ କବି ବୋଲି ଯେ କବିତା ଲେଖିବିସେ କଥା ହୋଇ ପାରିବନିତେବେ ବି ତୁମର କବିତା ଶୁଣିବାଇଛାଟା ଆଦୌ ଥମୁନି।।ସେଥିଲାଗି ତେଣୁ ଗାଇବି ଧାଡିଏଭଲ ଲାଗିଲେ ତ ତାଳିନୋହିଲେ ମିଳିବ ନିଶ୍ଚୟ ମୋତେ ତପୁଳାଏ
Uncategorisedସ୍ଵର୍ଗତଃ ଭୈରବ ଚନ୍ଦ୍ରsatya8th December 20208th December 2020 by satya8th December 20208th December 20200523 ସ୍ଵର୍ଗତଃ ଭୈରବ ଚନ୍ଦ୍ର ମହାପାତ୍ର—–by ସତ୍ୟ ପ୍ରକାଶ ସେଠୀଶୋଭା ସୁଷମାରେ ସୁଶୋଭିତ ଗାଁ, ବ୍ରାହ୍ମଣୀ ଗାଁ।ଭାରି ମନୋଲୋଭା ତାର କାନ୍ତି, ଦୀପ୍ତିମୟୀ ତାର ଆଭା । ପ୍ରକୃତିର ରଙ୍ଗଶାଳା, ନାନା ରଙ୍ଗେ ରଙ୍ଗାୟିତ ଏଇ
Uncategorisedପଥିତ ଯଶା ପୁରୁଷୋତ୍ତମsatya22nd November 202022nd November 2020 by satya22nd November 202022nd November 20200603 ପଥିତ ଯଶା ପୁରୁଷୋତ୍ତମ ନାମ – :ପୁରୁଷୋତ୍ତମ ସେଠୀ ଡାକ ନାଁ – :ପୁରିଆ ଠିକଣା – :ସା – ରାଣୀପଡ଼ା, ପୋ – ତରାଗୋ, ଜି-ଭଦ୍ରକ ଥାନା /ତହସିଲ୍ /ଉପଖଣ୍ଡ – ଭଣ୍ଡାରି
Uncategorisedକନ୍ୟା ରତ୍ନsatya19th October 202019th October 2020 by satya19th October 202019th October 20200590 କନ୍ୟା ରତ୍ନBy ସତ୍ୟ ପ୍ରକାଶ ସେଠୀସନ୍ତାନ ସନ୍ତତି କାମନା କରନ୍ତିସବୁ ପିତା ମାତା ସତେହେଲେ କିନ୍ତୁ ପୁତ୍ର ସନ୍ତାନଟି ପାଇଁକାହିଁକି ଉଦବେଗ ଏତେ।।ଆଜି ବି ପୁରୁଷ ନାରୀଙ୍କ ମଧ୍ୟରେଫରକଟି ବାରି ହୁଏପୁରୁଷଠୁଁ କିଆଁ ନାରୀର
Uncategorisedରୋଜି ଡେsatya27th September 202027th September 2020 by satya27th September 202027th September 20200555 ରୋଜି ଡେ କ୍ୟାନସର୍ ଏକ ଦୁରାରୋଗ ବ୍ୟାଧିସହଜେ ହେଉନି ଭଲତଥାପି ପ୍ରୟାସ ଜାରି ରହି ଅଛିଦେଖିବାକୁ ବାକି ଫଳ।।ମିଳେନିୟମ ରୋଜି ବିରାଟ ଧନୀକତଥାପି ପୀଡ଼ିତ ରୋଗେକୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ଯରକତ କର୍କଟ