Satya Prakash
Uncategorised

ରୋଜି ଡେ

ରୋଜି ଡେ

କ୍ୟାନସର୍ ଏକ ଦୁରାରୋଗ ବ୍ୟାଧି
ସହଜେ ହେଉନି ଭଲ
ତଥାପି ପ୍ରୟାସ ଜାରି ରହି ଅଛି
ଦେଖିବାକୁ ବାକି ଫଳ।।
ମିଳେନିୟମ ରୋଜି ବିରାଟ ଧନୀକ
ତଥାପି ପୀଡ଼ିତ ରୋଗେ
କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ଯ
ରକତ କର୍କଟ ଭୋଗେ ।।
ତାଙ୍କରି ସ୍ମୃତିକୁ ଉଜ୍ଜିବିତ କରି
ରୋଜି ଡେ ପାଳିତ ହୁଏ
ତଥାପି ଉପାୟ ଖୋଜି କି ନ ପାଏ
ରୋଗୀ ଦୁଃଖ କଷ୍ଟ ପାଏ ।।
ପୀଡ଼ିତ ଜନକୁ ଆଜିର ଦିବସେ

ଗୋଲାପ ଫୁଲଟେ ଦେବା
ରୋଗୁ ମୁକ୍ତି ଲଭି ଶାନ୍ତିରେ ରହନ୍ତୁ
ଏହି ସଂକଳ୍ପଟି ନେବା।।

Related posts

ଫଟୋଗ୍ରାଫି ଦିବସ

satya

ବ୍ଲାକ୍ ଟପ୍

satya

ଚଢେଇ

satya

Leave a Comment

Login

X

Register