କବିତାଏକ ଅନୁଚିନ୍ତା health is wealthsatya5th August 201815th August 2018 by satya5th August 201815th August 20180907 ଫୁସ୍ ଫୁସ୍ ଚିନ୍ତା କରିବା ଯେବେଟି ଧୂମ ପାନ ନାହିଁ କର ହୃଦ୍ ଯନ୍ତ୍ର ଲାଗି ସୁରକ୍ଷା ଜରୁରୀ ଚର୍ବିଳ ଖାଦ୍ୟଠୁଁ ଦୂର।। ପାକସ୍ଥଳୀ ସୁସ୍ଥ ହେଲେ ରଖିବାକୁ ଥଣ୍ଡା ଖାଦ୍ୟ ପରିହାର କ୍ଷୁଦ୍ର
କବିତାଭୁଲ୍ ଭୂଲିଆ Bhul Bhulaiyesatya4th August 20184th August 2018 by satya4th August 20184th August 20180664 ଜୀବନଟା ପରା ଜଟିଳ ଗଣିତ ହିସାବଟା ରୋକ୍ ଠୋକ୍ ମିଶାଣ ଫେଡାଣ ହରଣ ଗୁଣନ ସବୁ ଚାଲେ ଠିକ୍ ଠାକ୍।। 1 ଭୂଲି ଗଲେ ସୂତ୍ର ଭୂଲ୍ ସିଦ୍ଧ ଅଙ୍କ ସବୁ ଅସାର ବେକାର
କବିତାଭାଇ! ବନାମ ବାବୁ!satya4th August 20184th August 2018 by satya4th August 20184th August 20180691 ଆମେ ଭାଇଟିଏ ସେଇ ଭାଇଟିଏ ହୋଇ ରହିବାକୁ ଯୁଗ ଯୁଗ ଚାହୁଁ।। ହଠାତ୍ କାହାଁ ଯେ ସେ ବାବୁ ଡାକରେ ଚିହିଁକିଲା ପ୍ରାୟେ ଉଠେ ଅବସାଦେ।। ବରଂ ଥିଲା ଭଲ ସେଇ ଥିଲା ଭଲ
କବିତାମିଠା ପଦ sweet talk sweet wellsatya4th August 20185th August 2018 by satya4th August 20185th August 201801011 ବନ୍ଧୁ ହିଁ ଜୀବନ ସଖା ସହଚର। ଭଲମନ୍ଦ ସାଥୀ ଦୁଃଖ କଷ୍ଟ ହାରି।। ତଥାପି ବୁଝାଇ ହୁଏ ନା ସେ ମନ। ଦୁନିଆଟା ଏଠି ବଡ଼ ବେଇମାନି।। ତେବେବି ଆଶ୍ୱସ୍ତି ଲାଗେ ଯେବେ କେହି।
କବିତାକମ୍ ତି by satya prakash sethysatya4th August 201810th August 2018 by satya4th August 201810th August 20180751 ତେବେ କେହି କ’ଣ ବୁଝେ ଆଜି କିଛି ନୀତି ହେତୁ ଉପଦେଶ କହିଲେ କହିବେ କୁହାଳିଆ ଭାରି ରକମ ହେଉଛି ଶଶ ।।1 ତଥାପି ଦିନରେ ଥରୁଟେ କମ୍ ତି ଆତ୍ମ ସମୀକ୍ଷା କରିବା
କବିତାଗୁପ୍ତ ଗାଥା by satya prakashsatya4th August 20187th August 2018 by satya4th August 20187th August 201801038 ଶୁଣ ସୁଧୀଜନେ ନରମେ କହୁଛି ମରମର ପରା କଥା ଏକଥା ହେଜିଲେ ନିଶ୍ଚେ ହେଜିବଟି ଜୀବନର ଗୁପ୍ତ ଗାଥା।।1 ଉଚିତ ହେବଟି ଶିକ୍ଷାର ପୁର୍ବରୁ ଶିଖିବା ତହୁଁ ସଂସ୍କାର ପୁଣି ଯେ ବେପାର କରିବା
କବିତାହୃଦୟ Heart by satya prakashsatya4th August 2018 by satya4th August 20180949 ହୃଦୟ ଥଳିରେ ନାହିଁ ରଖିବାକୁ ଦୁଃଖ ଅବସାଦ ଏତେ ହୃଦୟଟି ଅଟେ ସୁନ୍ଦର ଫରୁଆ ଗୋଲାପ ସ୍ନିଗ୍ଧତା ଯେତେ।। 1 ହୃଦୟବାନର ହୃଦୟରେ ପରା ମାନବତା ଭରପୂର ହଳାହଳ ବିଷ ନାହିଁ ତା’ର ପାଶେ
Uncategorised କବିତାଦେନ୍ଯsatya4th August 2018 by satya4th August 20180710 ହୋଇଥିଲେ ହନୁମାନ ମୁହିଁ ବୁକୁ ଚିରି ଦିଅନ୍ତି ଦେଖାଇ କି କହି ଦେବି ବିଶ୍ବାସ ପୁଣି ମୋଟରୁ ପାରୁନି ସେ ତ ଜାଣି ।। କେମିତି ବା ହୃଦୟ ଜିତିବି ମୁଁ ଯେ ତୁମ
କବିତାମାତ ହିଙ୍ଗୁଳାଈsatya4th August 20184th August 2018 by satya4th August 20184th August 201801126 ମାତ ହିଙ୍ଗୁଳାଈ ନମଇ ଚରଣେ ଦେଇ ଭକତି ସୁମନ ଅଜ୍ଞାନ ପରାଏ ଜାଣେ ନାହିଁ କିଛି ଧ୍ୟାତ ଧ୍ୟାନୀ ଧ୍ଯେୟେ ଧ୍ଯାନ ।।1 ନୀତି ନିୟମର
କବିତାଦଇନୀsatya4th August 20184th August 2018 by satya4th August 20184th August 20184 1327 ଜୀବନର ଯେତେ ଚିରନ୍ତନ ସତ୍ୟ ସବୁ ସେ ମର୍ମେ ଭେଦିଛି ହେଲେ ଗୋଟେ ସତ୍ୟ ହେଲାନି ବୋଲି ତ ଅସତ୍ୟ ମୁଁ ପାଲଟିଛି।। କାହିଁକି ଜୀବନେ ମୋର ଯେ ଭରିଲ ହତାଶେ ଚନ୍ଦ୍ର କାଳିମା