Satya Prakash

Category : ଗଳ୍ପ

ଗଳ୍ପ

ବଳି

satya
ଗୋଧୂଳିର ବେଳା । ଚାରିଆଡ଼େ ସ୍ନାନ୍ତା-କାନ୍ତା ପରିବେଶ । ପ୍ରକୃତି ଅପରୂପ ଲାବଣ୍ୟରେ ଝଲସି ଉଠୁଥାଏ । ଗାୟାଳ ପିଲାଟି “ରାମ ଯେ ଲକ୍ଷ୍ମଣ ବନସ୍ତକୁ ଗଲେ” ଆଦି ମନ ମତାଣିଆ ଗୀତ ବୋଲି
ଗଳ୍ପ

ନିଶିକାନ୍ତ

satya
ବାର୍ଦ୍ଧକ୍ୟ ଆଶ୍ରୟସ୍ଥଳ । ପରିବେଶ ଏକାନ୍ତ ମନୋରମ । ସର୍ବତ୍ର ଶାନ୍ତି ବିରାଜମାନ । ଏଠି କଠୋର ଅନୁଶାସନର ଅଙ୍କୁଶ ନାହିଁ । ନିର୍ଦ୍ଦିଷ୍ଟ ଧରବନ୍ଧା କାମ ନାହିଁ । ଯାହା ବି ଯେତିକି
ଗଳ୍ପ

କୁନା ବାପା ତୁମେ କିଛି ଜାଣିନ

satya
  କୁନା ବାପାର ଭାରି ବଢିଆ ଚାକିରୀ । ସରକାରୀ ଘରର ସେ କିରାଣୀ । ନିତି ଶେଯରୁ ଉଠି, ଅଫିସ୍ ଚାଲି ଯାଆନ୍ତି; ଫେରିଲା ବେଳକୁ, ରାତି ଅଧ ହୋଇଯାଇଥାଏ । ତଥାପି
ଗଳ୍ପ

ଚକ୍ରବତ୍

satya
ମଣିଷ ପ୍ରେମର ପୂଜାରୀ । ଜ୍ଞାତରେ ହେଉ ବା ଅଜ୍ଞାତରେ, ସେ ଅନ୍ୟକୁ ପ୍ରେମ କରି ବସେ । ପ୍ରେମର ସଫଳତା ପାଇଲେ, ସେ କୃତିତ୍ୱର ପାହାଚ ଗୁଡ଼ାକ ଗୋଟାଏ ପରେ ଗୋଟାଏ ଚଢିଯାଏ
ଗଳ୍ପ

ସବୁତ ବାନୁଆ

satya
ମୁଁ ସେଦିନ ଘଟଣା କ୍ରମେ ଯାଜପୁର ଯାଇଥାଏ । ଦେଖିଲି; ପ୍ରଚାର ପତ୍ର ବଣ୍ଟା ଚାଲିଥାଏ । – ‘ତୁମେ ଦେଶର ଅଭିବୃଦ୍ଧି କହି, ଶିଳ୍ପପତିରେ ଦେଲ ପ୍ରତିଶ୍ରୁତି, କଳିଙ୍ଗନଗରରେ ବିକ୍ଷୋଭକାରୀଙ୍କ ଉପରକୁ ବନ୍ଧୁକ
ଗଳ୍ପ

କଏଦୀ ମୁହଁରୁ ……….

satya
ସେଦିନ ସାୟଂ ଭ୍ରମଣରେ ବାହାରିଥାଏ । ସଂଯୋଗବଶତଃ ଜେଲ୍ ସାହେବଙ୍କ ସହ ଭେଟ ହୋଇଗଲା। ଆମେ ଦିନେ ଖୁବ୍ ଅନ୍ତରଂଗ ବନ୍ଧୁଥିଲୁ;ସାଙ୍ଗ ହୋଇ ପାଠ ପଢୁଥିଲୁ, ତେଣୁ ଆମ ଭିତରେ ଅନେକ ଆନ୍ତରିକତା ।
ଗଳ୍ପ

ନୂତନ ପିଢିର ଉତ୍ତର ଦାୟିତ୍ୱ

satya
ଚାକିରୀରୁ ଅବସର ନେବା ପରେ ଆପଣା ଉପରେ ଜୀବନଟା କେମିତି ଗୋଟାଏ ବୋଝ ହୋଇଉଠେ । ବର୍ଷେ ହେଲା ଚାକରୀରୁ ଅବସର ନେଲିଣି, ଯେମିତି ଲାଗୁଛି ଏହା ଭିତରେ ଗୋଟାଏ ଯୁଗ ବିତିଗଲାଣି ।
ଗଳ୍ପ

ନୀଳିମା

satya
ସେଦିନ ନୀଳମା ସ୍କୁଲ ଅଫିସରେ ବସିଥାଏ । ଚୁପ୍ ଚାପ୍ ଖାତା ଦେଖାରେ ମଜ୍ଜି ଯାଇଥାଏ । ପ୍ରବନ୍ଧ ପ୍ରତିଯୋଗିତା ହୋଇଥାଏ । ପିଲାଏ ଲେଖିଥାନ୍ତି ସନ୍ଦର୍ଭ- “ଯୌତୁକ ଏକ ଅପରାଧ” । ଖାତା

Login

X

Register