ଗଳ୍ପଅଢେଇ ଫୁଟିଆ ମଞ୍ଚsatya23rd October 20182nd November 2018 by satya23rd October 20182nd November 20180929 ଅଢେଇ ଫୁଟିଆ ମଞ୍ଚ —–by ସତ୍ୟ ପ୍ରକାଶ ସେଠୀ ଆମର ଆଜ୍ଞା ଗୋଟାଏ ସାଂସ୍କୃତିକ ଓ ସାମାଜିକ କ୍ରିୟାନୁଷ୍ଠାନ କମିଟି ଅଛି। ଭାରି ଭଲ ଅନୁଷ୍ଠାନ ।ପ୍ରତି ବର୍ଷ କିଛି ନା କିଛି ସାମାଜିକ
ଗଳ୍ପଏପଟେ ଜ୍ୱାଇଁ ସେପଟେ ବୋହୂ ବୁଢ଼ାଟି ବିଚରା କରିବ କ’ଣsatya22nd October 201818th November 2018 by satya22nd October 201818th November 201819 908 ଏପଟେ ଜ୍ୱାଇଁ ସେପଟେ ବୋହୂ ବୁଢ଼ାଟି ବିଚରା କରିବ କ’ଣ? —–by ସତ୍ୟ ପ୍ରକାଶ ସେଠୀ ——————++++————– ଭାଗ୍ଯଧର ବାବୁ ପେଶାରେ ଜଣେ କିରାଣୀ। କିରାଣୀ ଜୀବନରେ ସ୍ଵଳ୍ପ ବେତନକୁ ପାଥେୟ କରି ସଂସାରଯାକର
ଗଳ୍ପବୁଢା ସାଙ୍ଗକୁ ଟୋକା ପ୍ରୀତିsatya20th October 201813th November 2018 by satya20th October 201813th November 20180979 ବୁଢ଼ା ସାଙ୍ଗକୁ ଟୋକା ପ୍ରୀତି ——–by ସତ୍ୟ ପ୍ରକାଶ ସେଠୀ ଶଶି କାନ୍ତ ବାବୁ, ବୟସ ସତୁରି-ରିଟାର୍ଡ ପ୍ରଫେସର।ପୂରା ନାମ ଶଶୀକାନ୍ତ ଦାସ। ପିଲାମାନେ ସମସ୍ତେ ବିଦେଶରେ। କେବେ କେବେ ବର୍ଷେ ଛଅ ମାସରେ
ଗଳ୍ପସାହିତ୍ୟିକ ଧୀର ବାବୁ ଏକ ଆକଳନsatya20th October 20182nd December 2018 by satya20th October 20182nd December 20180778 ସାହିତ୍ୟିକ ଧୀର ବାବୁ ଏକ ଆକଳନ —–by ସତ୍ୟ ପ୍ରକାଶ ସେଠୀ ଆମ ଏଇ ଧୀର ବାବୁ, ଆମ ପାଖ ପଡ଼ୋଶୀ। ଆମ କଲୋନୀରେ ରହନ୍ତି। ଗାମ୍ଭୀର୍ଯ୍ୟପୂର୍ଣ୍ଣ ସ୍ବଭାବସିଦ୍ଧ ତାଙ୍କ ଚେହେରା। ଲୋକଟି ଗୁଣୀକର।
ଗଳ୍ପଫୁସିଆ ମାଆsatya19th October 201823rd November 2018 by satya19th October 201823rd November 201801075 ଫୁସିଆ ମାଆ ——by ସତ୍ୟ ପ୍ରକାଶ ସେଠୀ ଆଜି ମୁଁ ଭାରି ଏକା। ସ୍ତ୍ରୀ ବାପ ଘରକୁ , ଛୁଆ ମାମୁଁ ଘରକୁ – ଯାଇଛନ୍ତି। ଅବଶ୍ୟ ସାଙ୍ଗରେ ଯିବା ପାଇଁ ସେମାନେ ମୋତେ
ଗଳ୍ପମା’ମଲା ମାମଲା ଫିଟ୍satya16th October 201818th November 2018 by satya16th October 201818th November 20180865 ଦିନେ ଦୁଇ ଭାଇ ହିଡ ମୁଣ୍ଡ ଉପରେ ମୁଣ୍ଡ ଉପରେ ହାତ ଦେଇ ବସି ପଡିଥା’ନ୍ତି। ସଞ୍ଜ ନଇଁ ଆସୁଥାଏ, ହେଲେ କେହି କାହାକୁ କିଛି କହୁନଥା’ନ୍ତି। ଉଭୟଙ୍କ ମୁହଁ ଅଲଗା ଅଲଗା ଦିଗକୁ
ଗଳ୍ପଏକ ଆଧ୍ୟତ୍ମିକ ଦ୍ୟୋତନାsatya14th October 2018 by satya14th October 20180798 ଟେରୁ ସରଳ ତରଳ ପିଲାଟିଏ। ମଣିଷ କୂଳରେ ତା’ର ଜନ୍ମ୍। ବହୁ ଲୋକଙ୍କ ପରି ତା’ ମନରେ ମଧ୍ଯ ପ୍ରଶ୍ନ। ସୃଷ୍ଟିର ରହସ୍ୟକୁ ନେଇ କିଛିଟା ଅନୁସନ୍ଧିତ୍ସୁ । ମନରେ କୌତୁହଳ, ଜାଣିବାର ଇଚ୍ଛା,
ଗଳ୍ପରାଜନୈତିକ ଆକାଶ ଓ ଆଜିର ରାଜନୀତିsatya10th October 201813th October 2018 by satya10th October 201813th October 20184 1420 ମୋର ଜନ୍ମ ହୁଏ ଏକ ରାଜନେତାଙ୍କ ପରିବାରରେ। ତେଣୁ ରାଜନୀତି ପ୍ରତି ମୋର ବେଳେ ବେଳେ ଆଗ୍ରହ ଥାଏ ବା ପରିସ୍ଥିତି ବାଧ୍ୟ କରିଥାଏ । କେତେବେଳେ କେମିତି ମଧ୍ୟ ଓଡ଼ିଶାର ଦଳୀୟ ରାଜନୀତିରେ
ଗଳ୍ପସମ୍ବର୍ଦ୍ଧନା ଓ ପଣ୍ଡିତ ସାର୍satya8th October 20188th October 2018 by satya8th October 20188th October 20180933 ବିଦାୟ ସମ୍ବର୍ଦ୍ଧନା ଓ ପଣ୍ଡିତ ସାର୍। ମୋ ତରାଗୋ ଉଚ୍ଚ ବିଦ୍ୟାପୀଠ-ଏକ ନିଆରା ପରମ୍ପରାର ଭିନ୍ନ ଏକ ଆସ୍ବାଦନ। ଅନେକ ଉତ୍ତମ ଛାତ୍ର/ଛାତ୍ରୀ ସୃଷ୍ଟି କରିବାରେ ସକ୍ଷମ। ତହିଁ ଉତ୍ତାରୁ ଆମ ପରି କିଛି
ଗଳ୍ପପ୍ରେମ ଓ ପ୍ରେମ ଭାବ prema o premabhabasatya4th October 20184th October 2018 by satya4th October 20184th October 201811233 ମଣିଷ ଭିତରେ ଅନେକ ଭାବ ଓ ଭାବନା ଥାଏ। ତହୁଁ ପ୍ରେମ ଭାବ ଓ ଭାବନାଟା ଟିକିଏ ଶକ୍ତିଶାଳୀ ମନେହୁଏ। ମୋ ଜୀବନରେ ମଧ୍ୟ ଏମିତି ଭାବ ଓ ବିଚାରଧାରା କେତେବେଳେ କେମିତି ଆସି