Uncategorisedପୋଲିଂ ପାର୍ଟିsatya23rd February 202223rd February 2022 by satya23rd February 202223rd February 20220304 ପୋଲିଂ ପାର୍ଟୀBy ସତ୍ୟ ପ୍ରକାଶଏଥର ନିର୍ବାଚନ ବେଳାଟା ପାଖେଇ ଆସିଲାଣି। ସରକାର ଭାରି ତତ୍ପର। ନିର୍ବାଚନ କମିସନ୍ ଙ୍କ ହୁଇପ୍। ସରକାରୀ କର୍ମଚାରୀ ସବୁ ନିର୍ବାଚନ ଡ୍ୟୁଟିରେ ରହିବେ। ତେଣୁ ଛୁଟି ବାତିଲ। ବାହାନାବାଜି
Uncategorisedନୀରନାsatya31st January 202231st January 2022 by satya31st January 202231st January 20220311 ନୀରନାBy ସତ୍ୟ ପ୍ରକାଶ ସେଠୀନିରଞ୍ଜନ ପତି। ବୟସ ପଚାଶରୁ ଷାଠିଏ ଭିତରେ ହେବ। ଲୋକେ ତାଙ୍କୁ ନୀରନା ବୋଲି ଡାକନ୍ତି। ଭାରି ମିଷ୍ଟଭାଷୀ। ଅତି ଭଦ୍ରଲୋକ ଆଉ ମେଳାପି ବି । ଚାଲିଗଲା ଲୋକକୁ
Uncategorisedନାନୀsatya23rd January 202223rd January 2022 by satya23rd January 202223rd January 20220338 ନାନୀ–by ସତ୍ୟ ପ୍ରକାଶ ସେଠୀନାନୀ ।ଆମ ଚାକରାଣୀ। ଠକ୍କରା ବୁଢୀ। ବୟସ କିନ୍ତୁ ଜମା 58। ହେଲେ ରୂପକାନ୍ତି ବୟସକୁ ଗିଳି ଦେଇଛି। ଲାଗୁଛି ସେ ଯେମିତି ଅଶୀ ପାର ହୋଇଗଲାଣି। କାହିଁକି ଏମିତି
Uncategorisedପାଇଚ୍ଛାsatya22nd January 202222nd January 2022 by satya22nd January 202222nd January 20220323 ପାଇଛ୍ଛା——by ସତ୍ୟ ପ୍ରକାଶ ସେଠୀପାଇଚ୍ଛା।ଏକ ଅଦ୍ଭୁତ ଚରିତ୍ର। ବାସ୍ତବରେ ସେ ବାଦଶାହା। ଗାଁ ଟାଉଟରଙ୍କ ଭିତରେ ସେ ପାଇଚ୍ଛା। ଦଣ୍ଡକେ ବାର ଘର ଭାଙ୍ଗି ତେର ଘର ଯୋଡ଼ି ଦେବାର କ୍ଷମତା ତା’ର ଅଛି
Uncategorisedଇଏ ବି ଗୋଟେ ବାବାsatya21st January 202221st January 2022 by satya21st January 202221st January 20220321 ଇଏ ବି ଗୋଟେ ବାବା—–by ସତ୍ୟ ପ୍ରକାଶ ସେଠୀଆମ ଯାଜପୁର ସହର ଧୀରେ ଧୀରେ ସାହିତ୍ୟିକମାନଙ୍କର ପେଣ୍ଠସ୍ଥଳୀରେ ପରିଣତ ହେବାକୁ ବସିଲାଣି। ପୂର୍ବରୁ ହୁଏତ ଛୋଟ ବଡ଼ ଅନେକ ସାହିତ୍ୟକ ଥିଲେ, ହେଲେ ସେମାନେ
Uncategorisedଭୁଲ କି ଭୁଲsatya31st October 202117th January 2022 by satya31st October 202117th January 20220328 ଭୁଲ କି ଭୁଲ?….ଭୁଲ କରି ଥିବା ଲୋକ କେବଳ ହିଁଭୁଲ କ’ଣ ଜାଣିଥାଏତେଣୁ ତ ସଫଳ ସେହି ଏକା ବ୍ୟକ୍ତିଭୁଲ ଯିଏ କରିଥାଏ।।ଯେତେ ଯେତେ ବଡ଼ ମହିମାମଣ୍ଡିତଜୀବନରୁ ଶିଖି ଥାଏଭୁଲ ତେଣୁ ନୂହେଁ ଶେଷ
UncategorisedCheck this out on Flipkartsatya14th October 202114th October 2021 by satya14th October 202114th October 20210228 Take a look at this PHUSIA MA on Flipkart https://dl.flipkart.com/s/ZBEGdmuuuN
UncategorisedCollect my booksatya5th August 20215th August 2021 by satya5th August 20215th August 20210283 ମନପାରା : ସତ୍ୟ ପ୍ରକାଶ ସେଠୀPre-Order Your Copie : https://shop.storymirror.com/manapara/p/16se70cz6krk530lx ଚନ୍ଦକାରେ ଗୋଟେ ରାତି : ସତ୍ୟ ପ୍ରକାଶ ସେଠୀPre-Order Your Copie : https://shop.storymirror.com/chandakare-gotie-rati/p/16se70cz6krk5h9trନୀଳ ଗଗନର ପଥିକhttps://shop.storymirror.com/nila-gaganara-pathika/p/16se70910kig8qkjf
Uncategorisedକବିତା ଓ ଦିବସsatya28th May 202128th May 2021 by satya28th May 202128th May 20210441 ଦିବସ ଓ କବିତା—-by ସତ୍ୟ ପ୍ରକାଶ ସେଠୀଜାନୁୟାରୀ ଯଦି ବର୍ଷର ଆରମ୍ଭଡିସେମ୍ବର ତେବେ ଶେଷମଝିରେ ପାଳିତ ଅନେକ ଉତ୍ସବରହିଯାଏ ଅବଶେଷ ।।ପ୍ରତିଦିନ ଗୋଟେ ନୂଆ ପୃଥିବୀରନୂତନ ସୂର୍ଯ ଉଦୟଯେଉଁଠି ନ ଥାଏ କାଲିର ହୋ
Uncategorisedୟାସ୍satya26th May 202126th May 2021 by satya26th May 202126th May 20210442 ବିଶାରଦ ଅବା ମହା ପଣ୍ଡିତଙ୍କଆକଳନ ଏ କି ଥିଲାଯାହା କହୁଥିଲେ ତାହା ହିଁ କି ଆଜିଦୃଶ୍ୟପଟ୍ଟେ ଦେଖାଗଲା।।ମହାପ୍ରଳଙ୍କରୀ ବାତ୍ୟାର ପ୍ରକୋପରୂପ ତା’ର ବିକଟାଳକେମିତି ଶୀଘ୍ରାତି ଶୀଘ୍ର ଯେ ଟଳିବସ୍ଥିତି ପରା ଟଳମଳ।।By ସତ୍ୟ ପ୍ରକାଶ