Satya Prakash
କବିତା

International Nurse Day

International nurse day
—by satya prakash Sethy
ସେବିକା ଧାବିକା ଯା’ ଜୀବନ ଧାଏଁ
ରୋଗୀ ସେବା ଉପଲକ୍ଷେ
ନିଜର ଜୀବନ ପଛରେ ପକାଇ

ପରର ଜୀବନ ରଖେ।। 1
ସେବା ଧର୍ମ କର୍ମ ଫଳେ ପରା ସିନା
ଲଭେ କେହୁ ସ୍ଵର୍ଗ ସୁଖ
ତେଣୁ ତା’ ପ୍ରଶସ୍ତି ଗାନରେ ଆମେଟି
ହେବା ସଦା ଶତମୁଖ।। 2
ସେବିକା ସେବକ ନହୁଅନ୍ତୁ ପଛେ
ସ୍ଵର୍ଗର ଯେ ସ୍ଵର୍ଗଦୂତ
ତଥାପି ନୁହଁନ୍ତି ସେ ତ କାହାଠାରୁ

କେଉଁ ଗୁଣେ ପରା କମ।। 3
ନାହିଁ ତ ତାହାର ସମତୁଲ କେହି
ସେବାର ସମାନ କିଏ
ଦିନ ରାତି ପରା ଏକାକାର କରି

ସେବାରେ ନିମଗ୍ନ ଥାଏ।। 4
ତେଣୁ ତ ପାଳଇ ଜନ୍ମ୍ ଉତ୍ସବ ଯେ
ନାଇଟ୍ ଏଞେଲ୍ସଙ୍କର
ନର୍ସ ଦିବସଟି କହଇ ତାହାକୁ
ସେବାଟି ଉଚିତ କର୍ମ।। 0

Related posts

ଅଦୃଶ୍ୟ ତୁ ଅପ୍ରତ୍ୟେକ୍ଷ

satya

ବିଲେଇର ଛିଙ୍କ

satya

ଆନ୍ତର୍ଜାତୀୟ ବୌଦ୍ଧିକ ସମ୍ପଦ ଦିବସ

satya

Leave a Comment

Login

X

Register