କବିତାବନୀକରଣsatya13th July 2019 by satya13th July 20190709 ଜଳବାୟୁର ତ ପରିବର୍ତ୍ତନରେ ଗ୍ରୀଷ୍ମ ପ୍ରବାହ ବଢୁଛି ବରଫ ଚଟାଣ ହ୍ରାସ ପାଏ ବେଗେ ସମୁଦ୍ର ସ୍ଥର କମୁଛି। ସମୁଦ୍ର ପତ୍ତନ ଉପରି ଭାଗର ଜଳବାୟୁ ବଦଳୁଛି ସାମୁଦ୍ରିକ ଝଡ଼ ଉତ୍ପତ୍ତି ତହିଁରୁ କ୍ଷୟକ୍ଷତି