Satya Prakash
କବିତା

ବନୀକରଣ

ଜଳବାୟୁର ତ ପରିବର୍ତ୍ତନରେ
ଗ୍ରୀଷ୍ମ ପ୍ରବାହ ବଢୁଛି
ବରଫ ଚଟାଣ ହ୍ରାସ ପାଏ ବେଗେ ସମୁଦ୍ର ସ୍ଥର କମୁଛି।
ସମୁଦ୍ର ପତ୍ତନ ଉପରି ଭାଗର
ଜଳବାୟୁ ବଦଳୁଛି
ସାମୁଦ୍ରିକ ଝଡ଼ ଉତ୍ପତ୍ତି ତହିଁରୁ
କ୍ଷୟକ୍ଷତି ସାଧୁଅଛି।।
ଏଥିରୁ ନିସ୍ତାର ମିଳିବନି କେବେ
ବନୀକରଣଟି ବାକି
ନୋହିଲେ ସ୍ରୁଷ୍ଟି ତ ବିନାଶ ହୋଇବ
ପାରିବନି କେହି ରୋକି।
ଆସ ମିଳିମିଶି ଲଗାଇବା ଚାରା
ହସିଉଠି ପରା ଧରା
ଖରା ବର୍ଷା ସବୁ ଶୃଙ୍ଖଳିତ ହେଉ
ବର୍ଷି ଯାଉ ବର୍ଷା ଧାରା।।
By ସତ୍ୟ ପ୍ରକାଶ ସେଠୀ

Related posts

ଫନି

satya

କେଉଁଠି ଖୋଜିବି ତୋତେ

satya

ଆହ୍ଵାନ

satya

Leave a Comment

Login

X

Register