କବିତାମୋ ଦୋଷେ ମୁଁ ଯେ କାରଣsatya26th October 201826th October 2018 by satya26th October 201826th October 20180757 ଜଗତର ନାଥ ଆହେ ଜଗନ୍ନାଥ ହାତ ଗୋଡ଼ ତୋର ନାହିଁ ଗଣ୍ଡିଟା ଧରିଛୁ ଡିମା ଡିମା କରି ଆଖିରେ ରହିଛୁ ଚାହିଁ।।1 ଦୁର୍ନୀତି ଅନୀତି ରୋଧୀବାକୁ ବଳ କେଣେ ଗଲା କି ତୋହର ଦେଖୁ
କବିତାହେ ଭକ୍ତ ବଂଶବଦsatya1st September 20181st September 2018 by satya1st September 20181st September 201801039 ହେ ରାଧା ରମଣ ରସ ରାଜ କୃଷ୍ନ ତୁମେ କି ସେହୁ ବିରାଟ କଟକ ଟଗର ମଥୁରା ନରେଶ ରହସ୍ୟ ସିନ୍ଧୁ ସମ୍ରାଟ।। 1 ସୃଷ୍ଟି ମୂଳାଧାର ନିୟତି ନିୟନ୍ତା ସକଳ ହେତୁ କାରଣ
କବିତାକରିଦେ ଲାଘବsatya27th August 201827th August 2018 by satya27th August 201827th August 20180895 ଜୀବନ ତମାମ କେତେ ଯେ କଷଣ ସବୁ ପରା ସେ ସହିଛି କାହାକୁ ଦେଇନି ଦୁଃଖ ମୁଁ କହିନି ସୁଖ ବାଣ୍ଟି ଯେ ଥକିଛି।। 1 ତଥାପି ମେଣ୍ଟିନି ମୋଠୁଁ ପ୍ରାପ୍ତି ଆଶା ପଳ ପଳ