କବିତାକାଉ ଓ ହଳଦୀ ବସନ୍ତsatya12th June 2019 by satya12th June 20190862 କାଉ ଓ ହଳଦୀ ବସନ୍ତ —by ସତ୍ୟ ପ୍ରକାଶ ସେଠୀ ଚତୁର କି କାଉ କଥା କହି ଜାଣେ ସିଦ୍ଧି ହୁଏ ତା’ର ଭାଇ ହଳଦୀ ବସନ୍ତ ନରମା ବିଚରା ଶରଣ ପଶଇ ଯାଇ।।
କବିତାକାଉ ଓ କୋଇଲିsatya12th June 2019 by satya12th June 20190987 କୋଇଲି ବସାରେ କାଉ ଅଣ୍ଡା ଦେଲା ଅଣ୍ଡା ଫୁଟି ଛୁଆ ହେଲା କୋଇଲି ପାଳିଲା କାଉର ଛୁଆକୁ ବାତ୍ସଲ୍ୟ ପ୍ରେମେ ପଡ଼ିଲା।। ଲାଳନେ ପାଳନେ ମହତ୍ତ୍ୱ ରହୁନି ମୁଣ୍ଡକୁ ପାଇଲେ ହାତ ଛୁଆ ଉଡ଼ିଗଲେ