Satya Prakash
କବିତା

କାଉ ଓ କୋଇଲି

କୋଇଲି ବସାରେ କାଉ ଅଣ୍ଡା ଦେଲା
ଅଣ୍ଡା ଫୁଟି ଛୁଆ ହେଲା
କୋଇଲି ପାଳିଲା କାଉର ଛୁଆକୁ
ବାତ୍ସଲ୍ୟ ପ୍ରେମେ ପଡ଼ିଲା।।
ଲାଳନେ ପାଳନେ ମହତ୍ତ୍ୱ ରହୁନି
ମୁଣ୍ଡକୁ ପାଇଲେ ହାତ
ଛୁଆ ଉଡ଼ିଗଲେ ଫର୍ କିନା ପରା
ଭାଗ୍ୟ ହେଲା ବାମ ମିତ।।

Related posts

ମୁଁ – କିଏ ଏକ ପ୍ରଶ୍ନବାଚୀ ?

satya

ଉପଦ୍ରବୀ

satya

ଉତ୍କଳମଣି Gopabandhu

satya

Leave a Comment

Login

X

Register