Satya Prakash
କବିତା

ମାଙ୍କଡ଼ ଓ କୋଇଲି

ମାଙ୍କଡ଼ ଓ କୋଇଲି
—-by ସତ୍ୟ ପ୍ରକାଶ ସେଠୀ
ଭଲ୍ଲୁକ ରାଜା ତ ଲାଞ୍ଚୁଆରେ ଭାଇ
ପଣସ ଦେଖି କି ବର
କୋଇଲି ବିଚରା ବାଜି ହାରିଯାଏ
ଜିତା ପଟ ମାଙ୍କଡ଼ର।। 0
ଜୋହର ଯାହାର ମୂଲକ ତାହାର
ଲାଞ୍ଚ ଦେଲେ ଜିତା ପଟ
ଗରୀବ ବାପୁଡ଼ା ବୁଡ଼ି କି ମରେ ତ
ଅର୍ଥ ପାଇଁ ଭାଗ୍ୟ ଛୋଟ।।

Related posts

ମୁଁ ଯଦି ଏବେଠୁଁ ଯା’ନ୍ତି ମରି

satya

ନିସ୍ତାର କାହିଁ

satya

ମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତି

satya

Leave a Comment

Login

X

Register