Satya Prakash
କବିତା

ପଶୁ ଓ ମଣିଷ

ପଶୁ ଓ ମଣିଷ
—by ସତ୍ୟ ପ୍ରକାଶ ସେଠୀ
କୁକୁର ଆମର ଭାରି ପ୍ରିୟ ଜନ
ଘର ଭିତର ଠାକୁର
ଚାକର ଗୁଡ଼ାକ ପଶୁ ତୁଲ୍ୟ ପରା
ତାଙ୍କ କଥା କାଁ ପଚାର।। 0
କୁକୁର ଖଟରେ ବିଛଣାର ସାଥୀ
ମନକୁ ମୋହିତ କରେ
ଚାକର ପହ୍ଲାରେ କେରପାଲେ ଶୁଏ
ଯେଣୁ ସେବା କର୍ମ ବରେ।। 1

Related posts

ନୁଆଁଣିଆ ଚାଳ

satya

ଅନ୍ଧାର ଓ ଆଲୁଅ

satya

ପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ

satya

Leave a Comment

Login

X

Register