Satya Prakash
କବିତା

ସାପ ଓ ନେଉଳ

ନେଉଳ ଓ ସାପ
—-by ସତ୍ୟ ପ୍ରକାଶ ସେଠୀ
ସାପ ନେଉଳର କଳି କେଉଁ କାଳୁ
ଶତୃତା ଜୀବନ ଭରି
ଜଣେ ଆରକକୁ ଦେଖି ଝାମ୍ପି ପଡ଼େ
ଦେବକି ଏ କ୍ଷଣି ମାରି ।। 0
କୁକୁର ଅହନ୍ତା ମଣିଷ ଗୁଡ଼ାକ
ରକ୍ତରେ ଶତୃତାପଣ
ମରିବେ ପଛକେ ଛାଡିବେ ନାହିଁଟି
ନିଜ କଲା ବଡଦଗୁଣ।। 1

Related posts

ଶ୍ରଦ୍ଧା ସୁମନର ପାତ୍ର

satya

ଅଟଳଜୀ! ଫେରି ଆସ ତୁମେ

satya

ଜୀବ ବିଭିଦତା

satya

Leave a Comment

Login

X

Register