କବିତାବନ୍ଧୁ bandhusatya30th September 201830th September 2018 by satya30th September 201830th September 201801914 ମୁଁ କାଁ ଭଲପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ଵକୁ ତା’ର ଆନ୍ତରିକପୂର୍ଣ୍ଣ ଅନ୍ତରୀଣ ଭାବ ସତ୍ତାକୁ ତା’ର ମନଖୋଲା ମିଠା ସିଠା କେଇପଦ କଥାକୁ ଦୁଃଖ ବା ସୁଖରେ ତା’ ସହ ବ୍ୟୟିତ ମୁହୂର୍ତ୍ତକୁ