ଗଳ୍ପଗାଁରୁ ଫେରୁଛି, ଗାଁ ହଜିଛି ।satya7th September 20188th September 2018 by satya7th September 20188th September 20180672 ସେଦିନ ଭଦ୍ରକରୁ ଭୁବନେଶ୍ୱର ଯିବାର ଥାଏ । ଏକ୍ସପ୍ରେସ୍ ଟ୍ରେନ୍ଟା ଡ଼େରିଥାଏ । ଲୋକାଲ୍ ଟ୍ରେନରେ ବସି ପଡ଼ିଲି । ସେପଟେ ଟିକିଏ ଭିଡ଼ଥାଏ । ଦଳେ ଗାଁଉଁଲି ଲୋକ ବସିଥାନ୍ତି; ସେଇଠି ବସି