ଗଳ୍ପଉଦଣ୍ଡି ଝିଅsatya2nd December 20182nd December 2018 by satya2nd December 20182nd December 20180761 ଉଦଣ୍ଡି ଝିଅ —-by ସତ୍ୟ ପ୍ରକାଶ ସେଠୀ ମୁଁ ଉଦଣ୍ଡି ଝିଅ। ଗାଁ ଗୋଟାକର ମୋହରି ଚର୍ଚ୍ଚା। ମୁଁ କୁଆଡ଼େ ଅଣ୍ଡିରା ଚଣ୍ଡି। ମାରଣା ଷଣ୍ଢ ଓ ଅରଣା ମଇଁଷିକୁ ମୋର ଖାତିର ନାହିଁ।
ଗଳ୍ପଆମ ସ୍ୱୟଂ ସହାୟିକା ଗୋଷ୍ଠୀsatya8th September 20189th September 2018 by satya8th September 20189th September 20180591 ସେଦିନ ମାର୍ଗଶିର ମାସ ଗୁରୁବାର । ଆଗ ରାତିରୁ ଛୁଆବୋହୂଟାକୁ ନିଦ ନାହିଁ । ସଅଳ ବିଛଣାରୁୂ ଉଠି ପଡ଼ି ବାସି ପାଇଟିରେ ଲାଗି ଯାଇଥାଏ । ଘରଦ୍ୱାର ଲିପା ପୋଛା ସାରିଲେ ତେଣିକି