କବିତାଗୁଡ଼ି ଓ ବିହଙ୍ଗsatya10th June 2019 by satya10th June 20190637 ଗୁଡ଼ି ଓ ବିହଙ୍ଗ —–by ସତ୍ୟ ପ୍ରକାଶ ସେଠୀ ଗୁଡି ଉଡ଼ିଲେ ବି ସୁଉଚ୍ଚ ଆକାଶେ ଡୋର ଥାଏ କାହା ହାତେ ପକ୍ଷୀ କିନ୍ତୁ ଉଡେ ଡେଣା ଟେକି ତା’ର ଘୂରେ ନିଜ ଇଚ୍ଛାମତେ।।