କବିତାନିଃସର୍ତ୍ତ ବନ୍ଧୁତାsatya8th May 2019 by satya8th May 20190877 ନିଃସର୍ତ୍ତ ବନ୍ଧୁତା —–by ସତ୍ୟ ପ୍ରକାଶ ସେଠୀ ମାଆ ମାଆ ବୋଲି ଡାକୁଛି ଶତତଃ ମାଆକୁ ପାଇଲି ନାହିଁ କେମିତି ବାହିବି ଜୀବନ ତରୀ ମୁଁ ଜାଣି ତ ସେ ପାରୁ ନାହିଁ।। 1