ଗଳ୍ପମୁଁ ବାହା ହେବିsatya26th December 201826th December 2018 by satya26th December 201826th December 201801493 ମୁଁ ବାହା ହେବି। ମୋତେ ଯେବେଠାରୁ ବୟସ ଧରିଲାଣି ଚବିଶ କି ପଚିଶ ମୋ ବାହାଘର ଚିନ୍ତା ଘାରିଲାଣି ବନ୍ଧୁ ବାନ୍ଧବଙ୍କଠୁଁ ସମସ୍ତଙ୍କୁ। ହେଲେ ସେତେବେଳେ ମୋର ଚାକିରୀ ବାକିରି ନଥିବାରୁ କେହି ଏତେଟା