କବିତାଲକ୍ଷ୍ମୀ ପୂଜାsatya14th October 2019 by satya14th October 20190589 ବରଷକେ ଥରେ ଆସିଛିରେ ଭାଇ ଢେଙ୍କାନାଳେ ଭିଡ଼ ଭାରି ଭକ୍ତମାନେ ପରା ଉତ୍ସବ ପାଳନ୍ତି ମନେ ଉଦ୍ଦୀପନା ଭରି। ।0 ଲକ୍ଷ୍ମୀ ମାତା ଯେଣୁ ସିନ୍ଧୁ ରାଜକନ୍ୟା ବିଷ୍ନୁଙ୍କର ଯେ ଘରଣୀ ରତ୍ନ ଭଣ୍ଡାରଟି