କବିତାସମୟର ଆର ପାରି samayar ara parisatya1st October 20184th October 2018 by satya1st October 20184th October 201801423 ଇଚ୍ଛା ହୁଏ କାହିଁ ବେଳେ ବେଳେ ମୋର ପଛକୁ ଯିବାକୁ ଫେରି ଜୀଇବାକୁ ପୁଣି ଆଉ ଥରେ ସେଇ ପିଛିଲା ଦିନକୁ ଭରି ।। 1 ବେଳେ ବେଳେ ଚାହେଁ ଶିଶୁଟେ ହେବାକୁ ଖେଳିବାକୁ
English PoemPuzzlesatya13th September 2018 by satya13th September 20187 1714 Sailed life boat in the ocean of time Gained experience in the long voyage A sacrificing character, subjugated always A benevolent worker, rewarded with bad
ଗଳ୍ପସରଗ ତଳେsatya8th September 20188th October 2018 by satya8th September 20188th October 20186 1410 ଦୂର ଦିଗ୍ ବଳୟର ନୂଆଁଣିଆ ଆକାଶ ବୁକୁରେ ଉଙ୍କି ମାରୁଥିଲେ ଅସ୍ତଗାମୀ ସୂର୍ଯ୍ୟର କେତୋଟି ଆଲୋକ ରେଖା । ନଦୀ ପଠାର ଦହଲା ତଣ୍ଡୀ ଗୁଡ଼ାକ ମୁଣ୍ଡ ହଲାଇ ନାଚୁଥିଲେ ସ୍ରୋତସ୍ୱିନୀ ସ୍ୱରର ତାନେ
କବିତାଆପଣାର କିଏ?satya5th September 20185th September 2018 by satya5th September 20185th September 20180576 ମୋଠୁଁ ମୋର ଏଡ଼େ ଆପଣାର କିଏ ଖୋଜିଛି ଅନେକବାର ପ୍ରଶ୍ନର ଉତ୍ତର କାହିଁ ତ ପାଇନି ତହିଁ ସଠିକ୍ ଉତ୍ତର।।1 ବେଳେ ବେଳେ ଏତେ ପାଉଥିବା ଭଲ ମୋର ନୂହେଁ ମୋ ଶରୀର ତଥାପି
ପ୍ରବନ୍ଧନିର୍ଘାତ ନିର୍ଘୋସsatya30th August 201830th August 2018 by satya30th August 201830th August 201801414 ନିଶା ଓ ପେଶା :- ମଣିଷ ଜୀବନରେ ଅନେକ ସଂଘାତ ଓ ସଂଘର୍ଷ। ମୋ ଜୀବନ ମଧ୍ୟ ସଂଘର୍ଷପୂର୍ଣ୍ଣ। ମୋ ଗାଁ ପାଠ ପଢ଼ା ପର୍ଯ୍ୟନ୍ତ ମୁଁ ବେଶ୍ ଖୁସି ଥିଲି। ହସି ଖେଳି