କବିତାମୁଁ ଚାହେଁ ଜିଇଁବାକୁ ପୁଣି ଥରେsatya16th January 2019 by satya16th January 20190536 ମୁଁ ଚାହେଁ ଜିଇଁବାକୁ ପୁଣି ଥରେ ସେହି ମୁହୂର୍ତ୍ତ ଯେଉଁ ମୁହୂର୍ତ୍ତକୁ ଛାଡିଥିଲି ଦିନେ କେଉଁ ମୁହୂର୍ତ୍ତରୁ ଯେଉଁ ମୁହୂର୍ତ୍ତରେ ଟିକି ପିଲା ହୋଇ ବୁଳୁଥିଲି ଗାଁ ମଝି ଦାଣ୍ଡେ….. ଧୂଳି ଘର ବୋଉ