Bookମୁଁ ରାନୁ କହୁଛିsatya17th October 20193rd November 2019 by satya17th October 20193rd November 201901177 ଭାଗ – 1 ରାନୁଟା ମୋର ଭାରି ସାଙ୍ଗ। ସେ ମୋ ପିଲା ବେଳର ସାଙ୍ଗ ନୂହେଁ, ପଢିଲା ବେଳର ।ପଢିଲା ବେଳେ ଆମର କିନ୍ତୁ ଚିହ୍ନା ପରିଚିତି ଏତେଟା ନଥିଲା। କାହିଁକିନା ତା’ର
କବିତାମୁଁ ଚାହେଁ ଜିଇଁବାକୁ ପୁଣି ଥରେsatya16th January 2019 by satya16th January 20190684 ମୁଁ ଚାହେଁ ଜିଇଁବାକୁ ପୁଣି ଥରେ ସେହି ମୁହୂର୍ତ୍ତ ଯେଉଁ ମୁହୂର୍ତ୍ତକୁ ଛାଡିଥିଲି ଦିନେ କେଉଁ ମୁହୂର୍ତ୍ତରୁ ଯେଉଁ ମୁହୂର୍ତ୍ତରେ ଟିକି ପିଲା ହୋଇ ବୁଳୁଥିଲି ଗାଁ ମଝି ଦାଣ୍ଡେ….. ଧୂଳି ଘର ବୋଉ