କବିତାପୋଖରୀ ଓ ତଟିନୀsatya12th June 2019 by satya12th June 20190816 ପୁଷ୍କରଣୀ ଜଳ ଆବର୍ଜନେ ପୂର୍ଣ୍ଣ ନିର୍ଗମନ କ୍ରିୟା ହୀନ ଚିର ସ୍ରୋତସ୍ୱିନୀ ସ୍ରୋତ ପ୍ରବାହରେ କାଚ କେନ୍ଦୁ ଜଳଧାର।।0 ରକ୍ତ ପ୍ରବାହରେ ପ୍ରବହମାନ ଯେ ଚଳ ଚଞ୍ଚଳତା ଆସେ ନୋହିଲେ ସ୍ଥାଣୁତା ଘୋଟେ ଶର୍ବରୀରେ