Satya Prakash
କବିତା

ପୋଖରୀ ଓ ତଟିନୀ

ପୁଷ୍କରଣୀ ଜଳ ଆବର୍ଜନେ ପୂର୍ଣ୍ଣ
ନିର୍ଗମନ କ୍ରିୟା ହୀନ
ଚିର ସ୍ରୋତସ୍ୱିନୀ ସ୍ରୋତ ପ୍ରବାହରେ
କାଚ କେନ୍ଦୁ ଜଳଧାର।।0
ରକ୍ତ ପ୍ରବାହରେ ପ୍ରବହମାନ ଯେ
ଚଳ ଚଞ୍ଚଳତା ଆସେ
ନୋହିଲେ ସ୍ଥାଣୁତା ଘୋଟେ ଶର୍ବରୀରେ
ଶିଥିଳତା ମାଡି ଆସେ।।1
ନୂଆ ନୂଆ କଥା ଆହରଣେ ସିନା
ବୁଦ୍ଧିଦୀପ୍ତ ହୋଇଥାଏ
ଆହୃତ କ୍ରିୟାଟି ସକ୍ରିୟ ନୋହିଲେ
ପୂତିଗନ୍ଧମୟ ହୁଏ।। 2

Related posts

ଅବୁଝା ଶିଶୁ

satya

ସରପଞ୍ଚ ବାବୁ

satya

ପର ନିନ୍ଦା ପର ଚର୍ଚ୍ଚା

satya

Leave a Comment

Login

X

Register