କବିତାଗୁରୁ ଦିବସsatya5th September 20185th September 2018 by satya5th September 20185th September 20182 1454 ହେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନନ ତୁମ ଜନ୍ମ ଦିବସଟି ତୁମେ ଉତ୍ସର୍ଗୀକୃତ ରଖିଗଲ ଯେଣୁ ଯଶ କିର୍ତ୍ତୀ ଗୌରବଟି।।1 ଶିକ୍ଷା କ୍ଷେତ୍ରେ ଆଣି ନାନା ପରିବର୍ତ୍ତନ ଶିକ୍ଷା ମାନ ବଢାଇଲ ତୁମେ ରାଜନେତା ଛାତ୍ରବତ୍ସଳ