କବିତାସାପ ଓ ନେଉଳsatya12th June 2019 by satya12th June 20190891 ନେଉଳ ଓ ସାପ —-by ସତ୍ୟ ପ୍ରକାଶ ସେଠୀ ସାପ ନେଉଳର କଳି କେଉଁ କାଳୁ ଶତୃତା ଜୀବନ ଭରି ଜଣେ ଆରକକୁ ଦେଖି ଝାମ୍ପି ପଡ଼େ ଦେବକି ଏ କ୍ଷଣି ମାରି ।।