Satya Prakash
କବିତା

World telecommunication day

World telecommunication day 17th May

ଖବର ଅନ୍ତର ଆଦାନ ପ୍ରଦାନ

କ୍ଷେତ୍ରରେ ଦୂର ସଞ୍ଚାର

ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ସେ
ଏହା ହୃଦ୍ୟ ସମସ୍ତଙ୍କର।। 0
ଯବର ଖବର ଆଗର ପ୍ରସାର
ସଞ୍ଚରଣ କ୍ରିୟା ହେତୁ
ଏବର ଦୁନିଆ ନିକଟେଇ ଆସେ
ବେତାର ଯନ୍ତ୍ରର ସେତୁ।। 1
ମୋବାଇଲ ଫୋନ୍ ବାଇ କରେ ସତେ
ବାୟା ଯେ ଦୁନିଆଯାକେ
ଦେଶ ବିଦେଶର ଜଣା ଅଜଣାଟି

ଜାଣି ହୁଏ ନିମିଷକେ।। 2

Related posts

କେଉଁଠି ଖୋଜିବି ତୋତେ

satya

ରଣ ଭୂଇଁ

satya

ପ୍ରାଚୀନ ଜୈନ ପୀଠ prachin jain peetha

satya

Leave a Comment

Login

X

Register