Bookକଲେରା ମୁଣ୍ଡାsatya23rd June 202623rd June 2026 by satya23rd June 202623rd June 202607 ମୁଖବନ୍ଧ – କଲେରା ମୁଣ୍ଡା ଉପନ୍ୟାସ ସୃଜନର ପହିଲି ପୁଲକ—–by Dr satya prakash sethyସ୍ରଷ୍ଟା – ସୃଷ୍ଟି କରିବା ତା’ର ଧର୍ମ। କେତେବେଳେ କେଉଁ ସୃଷ୍ଟି ତା ସୃଜନଶୀଳ ଓ ମନନଶୀଳ ଉନ୍ନତ
Bookଆନବାସୀsatya30th September 202530th September 2025 by satya30th September 202530th September 20250107 ପୁସ୍ତକ ଶୀର୍ଷକ:ଆନବାସୀ (Day’s Scholar)ଲେଖକ :ଡ଼ ସତ୍ୟ ପ୍ରକାଶ ସେଠୀ ସୂଚିପତ୍ର ୧.ଇଚ୍ଛାମୟୀ୨.ସହଜ ନଥିଲା୩.ଫୋନ୍ ଗୁଞ୍ଜାବାଲା ଧନିଆ ବାବୁ୪.ସେଇ ଝିଅଟା୫.ଚର୍ଚ୍ଚିଲ୬.କେହି ଜଣେ ପ୍ରବୀଣ୭.ଝିଞଟ୮.ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା୯.ଡାକୁଲା୧୦.ଆନବାସୀ୧୧.ଶେଖର୧୨.ଲୋଭିଲା କୁକୁରକୁ ଗୀଧ୧୩.ପ୍ରେମ ପାଗଳିନି୧୪.ଆପଣ କିନ୍ତୁ ଖୁସିରେ
Bookକଥାଣି ୨satya30th September 202530th September 2025 by satya30th September 202530th September 2025095 21.ଭୀମବଳ କୁଇନ୍ତା ଜାଣେ ଜତୁଗୃହ ଦାହ ପରି ଏକ ଦୂରଭିସନ୍ଧି ଷଡଯନ୍ତ୍ରକୁ ନିରର୍ଥ କରିବା ପାଇଁ କୃଷ୍ନ ଓ ବିଦୁର କ’ଣ କମତି ପ୍ରରିଶ୍ରମ କରିଛନ୍ତି କି।ତହିଁରେ ପରା ଅନେକ ଯୋଜନା ସାମିଲ ହୋଇଥିଲା
Bookକଥାଣିsatya30th September 202530th September 2025 by satya30th September 202530th September 2025098 Book title :କଥାଣି ଉତ୍ସର୍ଗ ଉକ୍ତ ‘କଥାଣି’ ଗଳ୍ପ ସମ୍ଭାରଟିକୁ ମୁଁ ମୋର ନାତି ଓ ନାତୁଣୀ ମାନଙ୍କୁ ଉତ୍ସର୍ଗ କରୁଛି। ଅଭିପ୍ସା, ଅନ୍ଵେଷା, ଆହାନା , ହରିତା, ଟୁଟୁଲୁ, ଆଦ୍ଯା, ଓମ୍,କ୍ରିସ୍, ଚିଙ୍କି,
BookCollect Published booksatya17th January 202217th January 2022 by satya17th January 202217th January 20220316
Book Uncategorisedଶୂନ୍ଶାନ୍ ରାତି booksatya5th January 202121st January 2021 by satya5th January 202121st January 20210895 ଶୂନ୍ଶାନ୍ ରାତି book ଉତ୍ସର୍ଗ-——-ସନ୍ଧ୍ୟା ହେଲେ ଜେଜେଙ୍କ ପାଖରେ ବସି ଉହ୍ମେଇରୁ ନିଆଁ ପିଉ ପିଉ କାହାଣୀ ଆରମ୍ଭ ହୁଏ।ପୁଣି ଜେଜେଙ୍କ କମ୍ବଳ ଭିତରେ ପଶି ଉଷୁମ ଟାଣୁଟାଣୁ ଗପର ଖିଅଟା ଆହୁରି ଲମ୍ବିଯାଏ।
Bookଜ୍ଞାନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାsatya28th October 201928th October 2019 by satya28th October 201928th October 201933 5341 ସେଦିନ ଥିଲା ଗୋଟେ କାଳ ରାତ୍ରି। ଯାହାର ଠିକ୍ ପରଦିନଠାରୁ ମାଓବାଦୀମାନେ ଚାରି ଦିନିଆ ବନ୍ଦ ଡାକରା ଦେଇଥିଲେ ଯାହା କଳା ସପ୍ତାହ ରୂପେ ପାଳନ ନିମନ୍ତେ ଘୋଷାଣପତ୍ର ଜାରି କରିଥାନ୍ତି। କୁଆଡ଼େ ପୋଲିସ
Bookଫୁସିଆ ଗଳ୍ପ ଗୁଚ୍ଛsatya19th October 201921st October 2019 by satya19th October 201921st October 201901112 ଅଭିମତ କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ,ପରୋପକାରୀ,ଅନୁଷ୍ଠାନପ୍ରାଣା ଓ
Bookମୁଁ ରାନୁ କହୁଛିsatya17th October 20193rd November 2019 by satya17th October 20193rd November 201901144 ଭାଗ – 1 ରାନୁଟା ମୋର ଭାରି ସାଙ୍ଗ। ସେ ମୋ ପିଲା ବେଳର ସାଙ୍ଗ ନୂହେଁ, ପଢିଲା ବେଳର ।ପଢିଲା ବେଳେ ଆମର କିନ୍ତୁ ଚିହ୍ନା ପରିଚିତି ଏତେଟା ନଥିଲା। କାହିଁକିନା ତା’ର
Bookସାଉଁଟା କାହାଣୀsatya19th September 20198th November 2019 by satya19th September 20198th November 201901986 1.Book title – ସାଉଁଟା କାହାଣୀ Saunta Kahani 2.about author – ସତ୍ୟ ପ୍ରକାଶ ସେଠୀ, ଏମ୍. ଏ. (ଇଉ. ଜି. ସି.ନେଟ୍), ସା :ରାଣୀପଡା, ପୋ :ତରାଗୋ, ଜି :ଭଦ୍ରକ Satya