Satya Prakash
Quotes

ରାମ ଓ ରାଜ୍ଯ

ରାମ ଥିଲେ ଅବା ନଥିଲେ ବୋଲିଣ
କହି ହେଉ ନାହିଁ ଭାଇ
ହେଲେ ରାମ ରାଜ୍ୟ ପରିକଳ୍ପନାଟି
ଅତୀବ ସୁନ୍ଦର ସେଇ।।
ଧର୍ମ ସତ୍ୟ ନ୍ୟାୟ ଥାଉ ବା ନଥାଉ
କାହିଁକି ସହିବା ଏତେ
ଅନ୍ୟାୟ ଅନୀତି ଦୁର୍ନୀତି ବିରୁଦ୍ଧେ
ଲଢ଼ିବା ଅଛନ୍ତି ଯେତେ।।

Related posts

ଶବ୍ଦ ଯୁଗଳ

satya

ଗରଜିଲା ମେଘ

satya

Mud and lotus

satya

Leave a Comment

Login

X

Register