Satya Prakash
କବିତା

ହିମପ୍ରବାହ ଓ ଅଗ୍ନିବର୍ଷା

କିଏ କହେ ଅବା ହିମ ପ୍ରବାହରେ
କେ କହେ ଅଗ୍ନିବର୍ଷାରେ
ବିନଷ୍ଟ ହୋଇବ ସ୍ରୁଷ୍ଟି ସଂରଚନା
ଏ କଥା ସତସିଦ୍ଧରେ।।0
ଅହମିକା କ୍ରୋଧ ଲୋଭର ପ୍ରାବଲ୍ୟେ
ଧ୍ବଂସ ହୋଇଯିବ ଧରା
ଅସହିଷ୍ଣୁପଣ ଘୃଣାର ଆଧିକ୍ୟେ
ନାଶ ଯିବ ବିଶ୍ଵବାରା।1

ଉଭୟ କଥାରେ ସହମତ ମୁହିଁ
ଅଭିଜ୍ଞତା ଜ୍ଞାନ ଲବ୍ଧ
ଧ୍ଵଂସର ତାଣ୍ଡବ ରଚିବାକୁ ହେଲେ
ଭୂମିକା ଦ୍ୱୟ ଯଥେଷ୍ଟ।। 2

Related posts

ଭିନ୍ନ୍ ଏକ ନୂଆ ଗଢା ସମାଜ

satya

ଅହରହ ହଁ ନା ସ୍ଥିତି

satya

କ’ଣ ହେଲା କି ହୋ!

satya

Leave a Comment

Login

X

Register