Satya Prakash
କବିତା

କଣା ଶୁକ୍ରାଚାର୍ଯ୍ୟ

କଣା ଶୁକ୍ରାଚାର୍ଯ୍ୟ
—-by ସତ୍ୟ ପ୍ରକାଶ ସେଠୀ
ଏକ ଆଖିଆ କଣା ଶୁକ୍ରାଚାର୍ଯ୍ୟ
କଥାରେ ଭଲ ମନ୍ଦ ନ ବିଚାରି
ଦୋଷ ଦୁର୍ବଳତା ଥୋଇଥାଏ ବାଛି
ହେଲେ ନିଷ୍କର୍ଷ ପାରେ ନି ଦେଇ
ଦେବଗୁରୁ ଦିବ୍ୟ ଦ୍ରଷ୍ଟା ବୃହସ୍ପତି
ଘଟଣାରେ ଉଭୟ ପାର୍ଶ୍ଵ ବିଚାରି
କରିଥାଏ ହେତୁ ନିର୍ଦ୍ଦେଶ
ହେଲେ ଯୁଦ୍ଧ ପାରେନି ଟାଳି
ତେଣୁ ସଂଶୟ ଯାଉନି ମନୁ
କିଏ ସେ ସେହୁ ବିଚାରବନ୍ତ
କରିବ ସେ ଘଟଣା ମୂଳୁ ସମାଧାନ
ସେହି କଥା କୁହ ଆଗ ଫେଡି?

Related posts

ମୁଁ ଯଦି ଏବେଠୁଁ ଯା’ନ୍ତି ମରି

satya

ରୁଣୁ ଝୁଣୁ ରଣ

satya

ଏକ ଅନୁଚିନ୍ତା health is wealth

satya

Leave a Comment

Login

X

Register