Satya Prakash
କବିତା

ପଦ୍ମ ଓ ପଙ୍କ

ପଙ୍କ ଓ ପଦ୍ମ
—–by ସତ୍ୟ ପ୍ରକାଶ ସେଠୀ
ପଦ୍ମ ଫୁଟେ ପରା ଗାଡ଼ିଆ ଭିତରେ
ପଙ୍କିଳ ପଙ୍କ ତା ଘର
ଅତି ରୂପମୟୀ ଲାବଣ୍ୟ ନିଧିଟି
ସବୁଠି ଆଦର ତା’ର।। 0
ଅନାଥ ଶିଶୁଟେ ବାଟେ ପଡ଼ିଥିଲା
ଉଠାଇ ଆଣିଲେ କେହି
ପ୍ରଚଣ୍ଡ ଧୀଶକ୍ତି ଜ୍ଞାନର ଔଜ୍ଜଲ୍ୟେ
ପ୍ରକାଶ ହୋଇଲା ସେହି।। 1

Related posts

ଝିଣ୍ଟିକା ଓ ବଣି

satya

ସେଇ ଏକା ବନ୍ଧୁ ସବୁଠୁଁ ପ୍ରିୟ ବନ୍ଧୁ

satya

ଫୁଟାଣିଆଙ୍କୁ ପଦେ

satya

Leave a Comment

Login

X

Register